ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୋଟ ଦେବାକୁ ୩୦ ହଜାର ଖର୍ଚ୍ଚ କରି ବେଙ୍ଗାଲୁରୁରୁ ଆସିଲେ ଦମ୍ପତି, କହିଲେ ଦେଶ ପାଇଁ ଭୋଟ୍‌ ଦେବା ଆମ ପାଇଁ ବଡ଼...

ଭୁବନେଶ୍ୱର,୨୬/୦୫:  ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେବାକୁ ବେଙ୍ଗାଲୁରୁରୁ ଆସିଥିଲେ କେ. ରେଶନ କୁମାର ଏବଂ ପତ୍ନୀ  ସସ୍ମିତା ସାହୁ । ସେମାନେ ଉଭୟ ୩୦  ହଜାର ଟଙ୍କା ଖର୍ଚ୍ଚ କରି ଭୋଟ୍‌ ଦେବାକୁ  ଆସିଥିଲେ । ଉଭୟ ୟୁନିଟ୍‌-୬ ସରକାରୀ ବାଳଳ ବିଦ୍ୟାଳୟରେ ଭୋଟ୍‌ ଦେବା ପରେ କହିଛନ୍ତି,  ଦେଶର ଏକ ଦାୟିତ୍ୱବାନ ନାଗରିକ ଭାବେ ସେମାନେ ନିଜ ଅଧିକାର  ଓ କର୍ତ୍ତବ୍ୟ ସାବ୍ୟସ୍ତ କରିଛନ୍ତି । ଦେଶ ପାଇଁ ଏକ ସୁସ୍ଥ ଓ ଜନହିତକାରୀ ସରକାର ଗଠନ କରିବା ପାଇଁ ସମସ୍ତେ ଭୋଟ୍‌ ଦେବା ଆବଶ୍ୟକ । ସେଥିପାଇଁ ଆମେ ଦୁହେଁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଆସିଛୁ । ଯିବା ବେଳକୁ ବି ୩୦ ହଜାର ଟଙ୍କା ଖର୍ଚ୍ଚ ହେବ । ଆମ ପାଇଁ ୬୦ ହଜାର  ଟଙ୍କା ବଡ଼ ନୁହେଁ । ଦେଶ ପାଇଁ ଭୋଟ୍‌ ଦେବା ଆମ ପାଇଁ ବଡ଼ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.