ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଭୋଟ ଦେବାକୁ ୩୦ ହଜାର ଖର୍ଚ୍ଚ କରି ବେଙ୍ଗାଲୁରୁରୁ ଆସିଲେ ଦମ୍ପତି, କହିଲେ ଦେଶ ପାଇଁ ଭୋଟ୍‌ ଦେବା ଆମ ପାଇଁ ବଡ଼...

ଭୁବନେଶ୍ୱର,୨୬/୦୫:  ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେବାକୁ ବେଙ୍ଗାଲୁରୁରୁ ଆସିଥିଲେ କେ. ରେଶନ କୁମାର ଏବଂ ପତ୍ନୀ  ସସ୍ମିତା ସାହୁ । ସେମାନେ ଉଭୟ ୩୦  ହଜାର ଟଙ୍କା ଖର୍ଚ୍ଚ କରି ଭୋଟ୍‌ ଦେବାକୁ  ଆସିଥିଲେ । ଉଭୟ ୟୁନିଟ୍‌-୬ ସରକାରୀ ବାଳଳ ବିଦ୍ୟାଳୟରେ ଭୋଟ୍‌ ଦେବା ପରେ କହିଛନ୍ତି,  ଦେଶର ଏକ ଦାୟିତ୍ୱବାନ ନାଗରିକ ଭାବେ ସେମାନେ ନିଜ ଅଧିକାର  ଓ କର୍ତ୍ତବ୍ୟ ସାବ୍ୟସ୍ତ କରିଛନ୍ତି । ଦେଶ ପାଇଁ ଏକ ସୁସ୍ଥ ଓ ଜନହିତକାରୀ ସରକାର ଗଠନ କରିବା ପାଇଁ ସମସ୍ତେ ଭୋଟ୍‌ ଦେବା ଆବଶ୍ୟକ । ସେଥିପାଇଁ ଆମେ ଦୁହେଁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଆସିଛୁ । ଯିବା ବେଳକୁ ବି ୩୦ ହଜାର ଟଙ୍କା ଖର୍ଚ୍ଚ ହେବ । ଆମ ପାଇଁ ୬୦ ହଜାର  ଟଙ୍କା ବଡ଼ ନୁହେଁ । ଦେଶ ପାଇଁ ଭୋଟ୍‌ ଦେବା ଆମ ପାଇଁ ବଡ଼ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.