ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୟାପଲ୍ଲୀ ବ୍ରିଟ କଲୋନୀରେ ଯୁବକଙ୍କ ଆତଙ୍କ : ଗାଡି ଭାଙ୍ଗିଲେ , ଲୋକଙ୍କୁ ହାଣିଲେ

ଭୁବନେଶ୍ବର,୨୬।୩ : ନୟାପଲ୍ଲୀ ବ୍ରିଟ କଲୋନୀରେ ଯୁବକଙ୍କ ଆତଙ୍କ । ନିଶାଗ୍ରସ୍ତ ୬ ରୁ ୭ ଜଣ ଯୁବକ  ସନ୍ଧ୍ୟା ସମୟରେ ଆତଙ୍କ ସୃଷ୍ଟି କରିଛନ୍ତି। ୩ରୁ ୪ଟି ବାଇକରେ ଆସି ରାସ୍ତାରେ ଯାହାକୁ ଦେଖିଲେ ତାକୁ ମାଡ଼ ମାରିଲେ ଓ  ହାଣିଲେ । ଏପରିକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଲେ । ବାଇକ ଓ କାର  ଭାଙ୍ଗିଥିଲେ। ସେମାନଙ୍କ ମାଡ଼ରେ    ୩ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

 ସନ୍ଧ୍ୟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ବାଇକରେ  ବ୍ରୀଟ କଲୋନୀ ଭିତରକୁ ପଶିଥିଲେ। ଆଉ  ରାସ୍ତାରେ ଯାହାକୁ ପାରିଲେ ତାକୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରି ଚାଲିଯାଇଥିଲେ।  ଖବର ପାଇ  ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ : ୩ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.