ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମିଷ ବଜାରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ,୨୫ହଜାର ଟଙ୍କା ଜରିମାନା ଆଦାୟ

ମାଲକାନଗିରି,୧/୨ : ଜିଲ୍ଲା ଖାଦ୍ୟସୁରକ୍ଷା ବିଭାଗ ପୌରପରିଷଦ ପକ୍ଷରୁ ଆମିଷ ବଜାର ରେ ଚଢାଉ କରାଯାଇ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ମାଲକାନଗିରି ଜିଲ୍ଲା ସଦର ମହାକୁମା ଦୈନିକ ବଜାର ରେ ଥିବା ମାଛ ଚିକେନ ବଜାର ଉପରେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠି ଙ୍କ ନେତୃତ୍ୱ ରେ ଜିଲ୍ଲା ମାଇକ୍ରୋଲୋଜିଷ୍ଠ ପ୍ରଣବିକା ସିଂ,ପୌରପରିଷଦ ପରିମଳ ବିଶେଷଜ୍ଞ ଲିଙ୍ଗରାଜ ପାଳ ଓ ଅନ୍ୟାନ କର୍ମଚାରୀ ପୁଲିସ ଟିମ ସହିତ ଚଢ଼ାଉ  କରିଥିଲେ। ୭ ଟି ମାଛ ଦୋକାନ, ୪ଟି ଚିକେନ ଦୋକାନ ଉପରେ ଚଡାଉ କରାଯାଇ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ସେହିପରି ଏମଭି ୪୨ ଗ୍ରାମ ଠାରେ ଥିବା ହୋଲସେଲ କୁକୁଡ଼ା ବ୍ୟବସାୟୀ ଙ୍କ ଟ୍ରେଡ଼ ଲାଇସେନ୍ସ ନଥିବାରୁ ପରିବେଶ କୁ ଅପରିଷ୍କାର କରିବା ବାବଦରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଆହୁରି ପଢନ୍ତୁ : ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ, ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.