ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଙ୍ଗଳେଶ୍ୱର ମେରୁ ଯାତ୍ରାରେ ପ୍ରବଳ ଜନଗହଳି : ଲୁଟେରା ସକ୍ରିୟ, ୩ ସୁନାଚେନ ଲୁଟ

ଖଲ୍ଲିକୋଟ ,୧୩/୦୪-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଓ ପଥରା ରେ ଆଜି ଦଣ୍ଡ ଯାତ୍ରା ର ଶେଷ ପର୍ବ ମାସନ୍ତ ମେରୁ ଅନୁଷ୍ଠିତ ହୋଇ ଯାଇଛି। ଏହି ମେରୁ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା। ଏହି ଜନଗହଳିର ସୁଯୋଗ ନେଇ ଲୁଟେରାମାନେ ସକ୍ରିୟ ହୋଇ ଉଠିଥିଲେ। 

ଲଙ୍ଗଳେଶ୍ୱର ମେରୁ ଯାତ୍ରା ଦେଖିବା ପାଇଁ ଆସିଥିବା ୩ ଜଣ ମହିଳା ଙ୍କ ବେକ ରୁ ସୁନା ଚେନ ଲୁଟ ହୋଇଥିବା ଭେଜିପୁଟ ଫାଣ୍ଡି ରେ ଅଭିଯୋଗ ହୋଇଛି। ଛତ୍ରଗଡ଼ ର ଅଞ୍ଜଳି ସାହୁ ଙ୍କ ସମେତ ବିକ୍ରମପୁର ଓ ବିରିପୁର ଗ୍ରାମ ର ଦୁଇ ଜଣ ମହିଳା ଙ୍କ ବେକ ରୁ ସୁନା ଚେନ ଓ ଧାନୁଆମାଳି ଲୁଟ ହୋଇଛି। ଅଞ୍ଜଳି ଙ୍କ ଅଭିଯୋଗ ଅନୁଯାୟୀ, ଭିଡ଼ ଭିତରେ ଜଣେ ମହିଳା ତାଙ୍କୁ ଧକ୍କା ଦେଇ ତରବରିଆ ଭାବେ ଚାଲିଯାଇଥିଲା। ଏହାପରେ ସେ ଦେଖିବା ବେଳକୁ ତାଙ୍କ ବେକ ରେ ସୁନା ଚେନ ନ ଥିଲା। ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଦେଇଛନ୍ତି ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.