ପ୍ରମୂଖ ଖବର

ଚେକିଂ ବେଳେ ସ୍କୁଟିରୁ ୫ ଲକ୍ଷ ଟଙ୍କା ଜବତ

କୁଚିଣ୍ଡା,୧।୫ : ଗାଡି ଚେକିଂ ବେଳେ ଏକ ସ୍କୁଟିରୁ ୫ ଲକ୍ଷ ଟଙ୍କା କୁଚିଣ୍ଡା ପୋଲିସ ଜବତ କରିଛି । କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ନିକଟ ଟ୍ରାଫିକ ଛକରେ ପୋଲିସ ପକ୍ଷରୁ  ଗାଡି ଚେକିଂ ହେଉଥିଲେ।  ଜଣେ  ବ୍ୟବସାୟୀଙ୍କ ସ୍କୁଟିକୁ ଯାଞ୍ଚ କରିବାରୁ ସେଥିରୁ ୫ ଲକ୍ଷ ଟଙ୍କା ବାହାରିଥିଲା।  ପୋଲିସ ୫ ଲକ୍ଷ ଜବତ କରିବା ସହ  କୁଚିଣ୍ଡା ସବ ଟ୍ରେଜେରୀ ରେ  ଟଙ୍କା ଜମା କରିଥିଲା। 

ଆହୁରି ପଢନ୍ତୁ : କୁଆପଥର ମାଡ଼ରେ ଭାଙ୍ଗିଲା ବିମାନ ଓ୍ବିଣ୍ଡସିଲ୍, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.