ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ନୂଆ ରେଟ୍ରୋ କ୍ଲାସିକ୍‌ ସିବି ୩୫୦ ଉନ୍ମୋଚିତ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଡେଲିଭରି

ଭୁବନେଶ୍ୱର,୧୮/୧୧: ପ୍ରିମିୟମ୍‌ ମଧ୍ୟମ  ଆକାର ୩୫୦ ସିସି ମୋଟରସାଇକଲ୍‌ ବର୍ଗରେ ନିଜ  ସ୍ଥିତିକୁ ସୁଦୃଢ଼ କରି ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌  ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ  ରେଟ୍ରୋ କ୍ଲାସିକ୍‌ ସିବି୩୫୦କୁ ଉନ୍ମୋଚନ କରାଯାଇଛି । ହୋଣ୍ଡା ସିବି୩୫୦କୁ ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟ  ୧,୯୯,୯୦୦ ଟଙ୍କାରେ ଅଣାଯାଇଛି । ଗ୍ରାହକ  ନିକଟସ୍ଥ ବିଗ୍‌ୱିଙ୍ଗ୍‌ ଡିଲର୍‌ସିପ୍‌ରେ ଏହାର ବୁକିଂ  କରିପାରିବେ । ଖୁବ୍‌ଶୀଘ୍ର ଏହାର ଡେଲିଭରି ଆରମ୍ଭ  କରାଯିବ । 

ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍‌  ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ,  ସଭାପତି ତଥା ସିଇଓ ସୁତ୍‌ସୁମୁ ଓଟାନି କହିଛନ୍ତି  ଯେ,"ନୂଆ ସିବି୩୫୦ର  ଉନ୍ମୋଚନ ସହିତ  ମଧ୍ୟମ ଆକାର  ୩୫୦ ସିସି  ମୋଟରସାଇକଲ  ବର୍ଗକୁ ସମ୍ପ୍ରସାରଣ  କରିଥିବାରୁ ଆମେ  ବହୁତ ଖୁସି । ନୂଆ ସିବି ୩୫୦ରେ ରହିଛି ସମ୍ପୂର୍ଣ୍ଣ  ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା, ରେଟ୍ରୋ ଲୁକ୍‌, ମେଟାଲ୍‌  ଫେଣ୍ଡର, ଡିଜିଟାଲ ଆନାଲଗ୍‌ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର,  ଆସିଷ୍ଟ ଆଣ୍ଡ୍‌ ସ୍ଲିପର କ୍ଲଚ୍‌, ହୋଣ୍ଡା ସିଲେକ୍ଟେବଲ୍‌  ଟର୍କ କଣ୍ଟ୍ରୋଲ, ଏମର୍ଜେନ୍ସି ଷ୍ଟପ ସିଗ୍‌ନାଲ, ଟେଲିସ୍କୋପିକ୍‌ ସାମ୍ନା ଫର୍କ, ନାଇଟ୍ରୋଜେନ ଚାର୍ଜଡ୍‌  ବ୍ୟାକ୍‌ ସସ୍‌ପେନ୍ସନ, ଡିସ୍କ୍‌ ବ୍ରେକ୍‌, ଡୁଆଲ ଚ୍ୟାନେଲ୍‌  ଏବିଏସ୍‌, ୩୪୮.୩୬ ସିସି ଏୟାର କୁଲଡ୍‌, ୪ ଷ୍ଟ୍ରୋକ୍‌ ସିଙ୍ଗିଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ  କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଞ୍ଜିନ ।  ଏହା ୫ଟି ଆକର୍ଷଣୀୟ ରଙ୍ଗରେ  ଉପଲବ୍ଧ । ଏହା ସିବି୩୫୦  ଡିଏଲ୍‌ଏକ୍ସ ଓ ସିବି୩୫୦  ଡିଏଲ୍‌ଏକ୍ସ ପ୍ରୋ  ଭଳି ୨ଟି  ଭାରିଆଣ୍ଟରେ  ୧୦ ବର୍ଷର  ୱାରେଣ୍ଟି ସହ  ଉପଲବ୍ଧ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.