ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଓଲଟିଲା ଟମାଟୋ ବୋଝେଇ ଟ୍ରକ, ବୋହି ନେଲେ ଲୋକେ

କୁଚିଣ୍ଡା, ୨୩।୧୧ : ଓଲଟିଲା ଟମାଟୋ ବୋଝେଇ ଟ୍ରକ। ଆହତମାନଙ୍କୁ ସାହାଯ୍ୟ କରିବା ପରିବର୍ତେ୍ତ ଲୋକେ ବୋହିନେଲେ ଟମାଟୋ। ଏପରି ଘଟଣା ଦେଖିବାକୁ ମଳିଛି ଜମନକିରା ଥାନା ଆମଲାଙ୍ଗ ନିକଟସ୍ଥ ପିଠାମାରେନ ପୋଲ ନିକଟରେ। 

କୁଚିଣ୍ଡା ଉପଖଣ୍ଡ ଜମନକିରା  ଥାନା ୫୩ ନମ୍ବର ଜାତୀୟ ରାଜପଥର ଆମଲାଙ୍ଗ ନିକଟସ୍ଥ ପିଠାମାରେନ ପୋଲ ନିକଟରେ ଏକ ଟମାଟୋ ବୋଝେଇ ଟ୍ରକ ଓଲଟି ପଡିଥିଲା l ଏଥିରେ ଚାଳକ ଓ ଖଲାସି ଆହତ ହୋଇଥିଲେ। ତେବେ ସେଠାରେ ଥିବା ଲୋକେ ମାନବିକତା ଭୁଲି ସେମାନଙ୍କୁ ସାହାଯ୍ୟ କରିବା ପ୍ରତିବଦଳରେ ଅଖା, ବ୍ୟାଗ, ଗାମୁଛା,ଟ୍ରେ, ପଲିଥିନ ରେ ଟମାଟୋ   ବୋହି  ନେଇ ଯାଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ଚାଳକ ଓ ଖଳାସୀଙ୍କୁ ଡାକ୍ତରୀ ଚିକିତ୍ସା କରାଇଥିଲା l ପୋଲିସ ଟମାଟୋ ନେଇ ଯାଉଥିବା ଲୋକଙ୍କୁ  ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ଲୋକମାନେ ଶୁଣି ନ ଥିଲେ। 

ଆହୁରି ପଢନ୍ତୁ : ସାପ କାମୁଡାରେ ସ୍ତ୍ରୀ-ଝିଅ ମୃତ୍ୟୁ ଘଟଣା, ଘରେ ନାଗ ସାପ ଛାଡି ସ୍ବାମୀ କରିଥିଲା ହତ୍ୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.