ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଶାଣୀରେ ଉଲଗ୍ନ ହୋଇ ସମାଧି ନିକଟରେ ପୂଜା କରୁଥିଲେ, ଡାହାଣୀ ସନ୍ଦେହରେ ୨ ଜଣଙ୍କୁ ବାନ୍ଧିଲେ ଗ୍ରାମବାସୀ

କରଞ୍ଜିଆ, ୨୮/୧୧ : ମଶାଣୀରେ ଉଲଗ୍ନ ହୋଇ ସମାଧି ନିକଟରେ କରୁଥିଲେ ପୂଜା। ଡାହାଣୀ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଦୀର୍ଘ ୧୨ ଘଣ୍ଟା ପରେ ଉଦ୍ଧାର କଲା ପୋଲିସ। ଯଶୀପୁର ଥାନା ଅଙ୍ଗାରପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। 

ସୂଚନାନୁଯାୟୀ, ଯଶୀପୁର ଥାନା ଅଙ୍ଗାରପଦା ଗାଁର ଜଣେ ପୁରୁଷ ଏବଂ ଜଣେ ମହିଳା ସୋମବାର ରାତି ୧୨ଟାରେ ମଶାଣୀରେ ଉଲଗ୍ନ ହୋଇ ପୂଜା କରୁଥିଲେ। ଏହି ସମୟରେ ତାଙ୍କୁ ଗ୍ରାମବାସୀମାନେ କାବୁ କରିଥିଲେ। ଡାହାଣୀ ସନ୍ଦେହରେ ଗ୍ରାମବାସୀମାନେ ଉଭୟଙ୍କୁ ଦୀର୍ଘ ୧୨ ଘଣ୍ଟା ହେଲା ବାନ୍ଧି ରଖିଥିଲେ। ଖବର ପାଇ ଯଶୀପୁର ପୋଲିସ ଓ କରଞ୍ଜିଆ SDPO ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.