ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବଡ଼ଚଣାରେ ଭୋଟରଙ୍କ ହୃଦୟ ଜିତି ପାରିଲେନି ଅଭିନେତ୍ରୀ ବର୍ଷା

ଭୁବନେଶ୍ବର,୪/୬ : ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ବର୍ଷା ପ୍ରିୟଦର୍ଶନୀ ରାଜନୀତିରେ ଫେଲ୍ ମାରିଛନ୍ତି । ଭୋଟରଙ୍କ ହୃଦୟ ଜିତିବାରେ ହେଲେ ବିଫଳ । ବାଜିମାତ୍ ମାରିଛନ୍ତି ବିଜେପି ପ୍ରାର୍ଥୀ ଅମର କୁମାର ନାୟକ । ଅମର ମୋଟ ୭୧୯୨୬ଖଣ୍ଡ ଭୋଟ୍ ପାଇଥିବାବେଳେ ବର୍ଷା କିନ୍ତୁ ୬୫୬୧୬ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସର ଅଜୟ କୁମାର ସାମଲ ପାଇଛନ୍ତି ୬୬୨୭ଖଣ୍ଡ ଭୋଟ୍ । 

ସୂଚନା ଯୋଗ୍ୟଯେ, ସେଠାକାର ବିଧାୟକ ଥିବା ଅମର ପ୍ରସାଦ ଶତପଥି କ୍ରମାଗତ ଭାବେ ସେଠାରୁ ବିଜୟର ବାନା ଉଡ଼ାଇ ଆସୁଥିଲେ । ମାତ୍ର ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ସେଠାରୁ ପରିବର୍ତ୍ତନ କରି ନବାଗତ ବର୍ଷା ପ୍ରିୟଦର୍ଶୀନୀଙ୍କ ଉପରେ ଭରସା କରିଥିଲା । କିନ୍ତୁ ବର୍ଷା ସେଠାରୁ ଫେଲ୍ ମାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.