ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଅନୁଭବ ମହାନ୍ତି ଏବଂ ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍‌, ଖୁବ୍‌ଶୀଘ୍ର ଆରମ୍ଭ ହେବ ତଦନ୍ତ

କଟକ,୨୦/୦୬ : ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ଯାତନା ମାମଲା।ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ୍‌ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୋଧରେ  ଚାର୍ଜଫ୍ରେମ୍‌। ଏହା ପରେ ତିନିଜଣଙ୍କ ବିରୋଧରେ ମାମଲାର ବିଚାର ଆରମ୍ଭ ହେବ । 

ଆଜି ଅଭିନେତା ଅନୁଭବ ମହାନ୍ତି  କୋର୍ଟରେ ହାଜର ହୋଇଛନ୍ତି । ଘରୋଇ ହିଂସା ମାମଲାରେ ତାଙ୍କ ବିରୋଧରେ କିଛି ଦିନ ପୂର୍ବରୁ ଜାମିନ ବିହୀବିନ ପରୱାନା (NBW) ଜାରି ହୋଇଥିଲା। ଜେଏମ୍ଏଫ୍‌ସି କୋର୍ଟ ଏନ୍‌ବିଡବ୍ଲୁ ଜାରି କରିଥିରିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ମହାନ୍ତି ଓ ଦୁଇ ସହଯୋଗୀ ହାଜର ହୋଇଥିଲେ।  

ସୂଚନାନୁଯାୟୀ, ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ଅଭିଯୋଗ କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କଟକ ଜେଏମ୍‌ଏଫସିଙ୍କ ଅଦାଲତ ତଥା ଏମ୍‌ପି/ଏମ୍‌ଏଲଏ ସ୍ୱତନ୍ତ୍ର ଅଦାଲତରେ ପିଟିସନ୍‌ ଦାଏର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.