ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିତିଲେ ଅରୁଣ ଗୋଭିଲ, ଚତୁର୍ଥ ଥର ପାଇଁ ମିରଟ ଆସନ କବ୍‌ଜା କଲା ବିଜେପି

ନୂଆଦିଲ୍ଲୀ ୦୫/୦୬: ମୀରଟ-ହାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ ଜିତିଛନ୍ତି । ସେ ପୂର୍ବ ମେୟର ଓ ସପା-କଂଗ୍ରେସ ମେଣ୍ଟ ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ପ୍ରାୟ ୧୦ ହଜାର ଭୋଟ୍‌ରେ ହରାଇଛନ୍ତି । ଭୋଟ୍‌ ଗଣନା ପରେ ଅରୁଣ ଗୋଭିଲ ଓ ସୁନୀତା ବର୍ମାଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା । ମୀରଟ ଲୋକସଭା ସିଟ୍‌ରେ ୨୦୦୯, ୨୦୧୪, ୨୦୧୯ରେ ରାଜେନ୍ଦ୍ର ଅଗ୍ରୱାଲ ବିଜେପିର ସାଂସଦ ଥିଲେ । ଏବେ ଚତୁର୍ଥ ଥର ଅରୁଣ ଗୋବିଲ ଏହି ଆସନରେ ଅରୁଣ ବିଜେପିକୁ ଜିତାଇଛନ୍ତି । ଟିଭି ସିରିଏଲ ‘ରାମାୟଣ’ର ଶ୍ରୀରାମ ଭାବେ ଅରୁଣ ଘରେ ଘରେ ପରିଚିତି ପାଇଥିବା ଅରୁଣ ରାଜନୀତିରେ ପ୍ରଥମ ପଦାର୍ପଣ କରି ସଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.