ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୟାଗଡରେ ବିଜେଡି ଗଡ ରଖିଲେ ଅରୁଣ

ଭୁବନେଶ୍ବର, ୪।୬ : ନୟାଗଡରେ କଡା ମୁକାବିଲା ସତ୍ତେ୍ବ ବିଜେଡି ଗଡ ରଖିପାରିଛନ୍ତି ବିଧାୟକ ଅରୁଣ ସାହୁ।  ସେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ  ସିଂହଙ୍କୁ ହରାଇଛନ୍ତି।  ମାତ୍ର ୪୩୯ ଖଣ୍ଡ ଭୋଟରେ ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି।  ଅରୁଣ କୁମାର ସାହୁଙ୍କୁ ୮୧୯୫୯ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତ୍ୟୁଷା ରାଜେଶ୍ବରୀ  ସିଂହଙ୍କୁ ୮୧୫୨୦ ଖଣ୍ଡ ଭୋଟ ମିଳିଛି। 

ନୟାଗଡ ୨୦୦୦ ମସିହାରୁ  ବିଜେଡିର ଗଡ ରହି ଆସିଛି। ଏଠାରେ  ୨୦୦୪ରୁ କ୍ରମାଗତ ଭାବେ ଅରୁଣ ବିଜୟୀ ହୋଇ ଆସୁଛନ୍ତି। ଅରୁଣ ଏଠାରୁ ୫ ଥର  ପାଇଁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି।  

ଆହୁରି ପଢନ୍ତୁ : ବାପାଙ୍କ ଗଡ ବଜାୟ ରଖିପାରିଲେନି ପୁଅ ବିପ୍ଲବ, ଅଭିନେତା ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.