ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଏପ୍ରିଲ ୬ରୁ ଗଡ଼ିବ ଭାରତ ଗୌରବ ଟ୍ରେନ୍‌, ପୁରୀରୁ କାଶୀ ଓ ଅଯୋଧ୍ୟା ଯିବେ ପର୍ଯ୍ୟଟକ

Published By : Prameya | March 30, 2024 10:40 AM

ଭୁବନେଶ୍ୱର  ୩୦/୦୩: ଆସନ୍ତା ଏପ୍ରିଲ ୬ରୁ ଗଡ଼ିବ ଭାରତ ଗୌରବ ଟ୍ରେନ । ଇଣ୍ଡିଆନ ରେଲୱେ କାଟେରିଂ ଆଣ୍ଡ ଟୁରିଜମ୍‌ କର୍ପୋରେସନ (ଆଇଆରସିଟିସି)  ତରଫରୁ ଏହି ସ୍ୱତନ୍ତ୍ର ରେଳ ଚାଲିବ । ଏହି ଟ୍ରେନ ଚଳାଚଳର  ପ୍ରମୁଖ ଲକ୍ଷ୍ୟ ରହିଛି ପୂଣ୍ୟ କ୍ଷେତ୍ର ଯାତ୍ରା । ଏହା ପୁରୀ, କାଶି ଓ  ଅଯୋଧ୍ୟା ଭଳି ପର୍ଯ୍ୟଟନକ୍ଷେତ୍ରରୁ ଯିବ । ୬ରୁ ଏହି ଟ୍ରେନ ୧୫ ତାରିଖ ଯାଏଁ ଚାଲିବ ।  ଟ୍ରେନଟି ସିକନ୍ଦରାବାଦରୁ ବାହାରିବ ଓ ବିଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଦର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.