ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ରାଜଧାନୀରେ କଳାକନା ବୁଲାଉଛନ୍ତି ସାଇବର ଠକ, ୬ମାସରେ ପୋଛିନେଲେ ୩୬ କୋଟି

ଭୁବନେଶ୍ୱର,୧୧/୦୭: ରାଜଧାନୀରେ ମାତିଛନ୍ତି ସାଇବର ଠକ । ବଢିଛି ପାଦୃଭାବ । ୬ମାସରେ ୩୬ କୋଟି ଟଙ୍କାର ଲଗାଇଲେଣି ଚୁନ। ସାଇବର ଠକଙ୍କ କବଳରୁ କେମିତି ମିଳିବ ତ୍ରାହୀ, ସେ ନେଇ ଚିନ୍ତାରେ ବସି ରହିଥିଲେ ଜନତା। ସାଇବର ଠକଙ୍କ ଠାରୁ ୯କୋଟି ୫୦ଲକ୍ଷ ଟଙ୍କା ଜବତ କରିବା ସହ ୪୬ଲକ୍ଷ ଟଙ୍କା  ଅଭିଯୋଗ କାରୀଙ୍କୁ ଫେରସ୍ତ କରିଛି ପୋଲିସ । ଏଥି ସହିତ 2ଜଣ ଆନ୍ତରାଜ୍ୟ ଠକଙ୍କ ସହ 21 ଜଣଙ୍କୁ ଗିରଫ କରି ଅଟକ ରଖିଛି ପୋଲିସ ।

ସୂଚନା ଅନୂଯାୟୀ, ସାଇବର ଠକଙ୍କ କବଜାରେ ରାଜଧାନୀ । ଅନବରତ ଭାବରେ ଲୁଟୁଛନ୍ତି କୋଟିକୋଟି ଟଙ୍କା । ଜାନୁୟାରୀରୁ ଜୁନ ମାସ ଭିତରେ ୩୬କୋଟି ଗୋଲ । ଏନେଇ ୨୩୯୪ଟି ଥାନାରେ ରିପୋର୍ଟ କରାଯାଇଛି। ସାଇବର ଠକଙ୍କ ଠାରୁ ୯କୋଟି ୫୦ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ । ଅଭିଯୋଗ କାରୀଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି। ସମୁଦାୟ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ତରାଜ୍ୟ ଠକ । ଦୁଇଟି ତରିକାରେ ଠକେଇ ଅଭିଯୋଗ ବଢିଥିବା ବେଳେ ଡିଜିଟାଲ ଆରେଷ୍ଟ ନାଁରେ ଅଧିକ ମାମଲା ରୁଜୁ ହୋଇଛି । ଇନଭେଷ୍ଟ ଫ୍ରଡ ନା ରେ ମଧ୍ୟ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ଏମାନଙ୍କ କବଳରୁ ବର୍ତ୍ତିବା ୧୯୩୦ନମ୍ବରରେ କଲ୍‌ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.