ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ଵର, ୨୭/୦୩ : ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତାଲିକା ଅନୁଯାୟୀ-

ବିଷମକଟକ-ଜଗନ୍ନାଥ ସାରକା 

ଗୁଣପୁର- ରଘୁନାଥ ଗମାଙ୍ଗ 

ରାୟଗଡ଼ା- ଅନସୂୟା ମାଝୀ

ବରଗଡ଼- ଦେବେଶ ଆଚାର୍ଯ୍ୟ

ବିଜେପୁର- ରିତା ସାହୁ

ଅତାବିରା- ସ୍ନେହାଙ୍ଗିନୀ ଛୁରିଆ

ଭଟଲି- ସୁଶାନ୍ତ ସିଂହ

ଜଳେଶ୍ଵର- ଅଶ୍ଵିନୀ ପାତ୍ର

ବସ୍ତା- ସୁବାସିନୀ ଜେନା

ଭଣ୍ଡାରୀପୋଖରୀ-ରୁ ସଞ୍ଜୀବ ମଲ୍ଲିକ

ଭଦ୍ରକ- ପ୍ରଫୁଲ୍ଲ ସାମଲ

ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ

ଧାମନଗର- ସଞ୍ଜୟ ଦାସ

ଚାନ୍ଦବାଲି- ବ୍ୟୋମକେଶ ରାୟ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ଯାଜପୁର- ସୁଜାତା ସାହୁ

ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ

ଢେଙ୍କାନାଳ- ସୁଧୀର ସାମଲ

କାମାକ୍ଷାନଗର- ପ୍ରଫୁଲ୍ଲ ମଲ୍ଲିକ

ପରଜଙ୍ଗ- ନୃସିଂହ ସାହୁ

ପାଲଲହଡ଼ା- ମୁକେଶ ପାଲ

ଛେଣ୍ଡିପଦା- ସୁଶାନ୍ତ ବେହେରା

ସୋନପୁର- ନିରଞ୍ଜନ ପୂଜାରୀ

ଲୋଇସିଂହା- ନିହାର ବେହେରା

ପାଟଣାଗଡ଼- ସରୋଜ ମେହେର

ବଲାଙ୍ଗୀର- କଳିକେଶ ସିଂଦେଓ

ଟିଟଲାଗଡ଼- ଟୁକୁନି ସାହୁ

ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ

ଉମରକୋଟ- ନବୀନା ନାଏକ

ଝରିଗାମ- ରମେଶ ମାଝି

ନବରଙ୍ଗପୁର- କୌଶଲ୍ୟା ପ୍ରଧାନି

ଡାବୁଗାଁ- ମନୋହର ରଣଧରି

ଲାଞ୍ଜିଗଡ଼- ପ୍ରଦୀପ ଦିଶାରୀ

ଜୁନାଗଡ଼- ଦିବ୍ୟ ଶଙ୍କର ମିଶ୍ର

ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂଦେଓ

ଭବାନୀପାଟଣା- ଲତିକା ନାଏକ

ଜି.ଉଦୟଗିରି- ସାଲୁଗା ପ୍ରଧାନ

କଣ୍ଟାମାଳ- ମହିିଧର ରଣା

ବୌଦ୍ଧ- ପ୍ରଦୀପ ଅମାତ

ବଡ଼ମ୍ବା- ଦେବି ମିଶ୍ର

ବାଙ୍କୀ- ଦେବି ରଞ୍ଜନ ତ୍ରିପାଠୀ

ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ଵାଇଁ

କଟକ ଚୌଦ୍ଵାର- ସୌଭିକ ବିଶ୍ଵାଳ

ନିଆଳି- ପ୍ରମୋଦ ମଲ୍ଲିକ

କଟକ ସଦର- ଚନ୍ଦ୍ର ସାରଥି ବେହେରା

ପାଟକୁରା- ଅରବିନ୍ଦ ମହାପାତ୍ର

ଆଳି- ପ୍ରତାପ ଦେବ

ରାଜନଗର- ଧ୍ରୁବ ସାହୁ

ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ

ପୁରୀ- ସୁନୀଲ ମହାନ୍ତି

ବ୍ରହ୍ମଗିରି- ଉମା ସାମନ୍ତରାୟ

ସତ୍ୟବାଦୀ- ସଞ୍ଜୟ ଦାସ ବର୍ମା

ପିପିଲି- ରୁଦ୍ର ମହାରଥୀ

ଜଟଣୀ- ବିଭୂତି ବଳବନ୍ତରାୟ

ରଣପୁର- ସତ୍ୟ ପ୍ରଧାନ

ଦଶପଲ୍ଲା- ରମେଶ ବେହେରା

ନୟାଗଡ଼- ଅରୁଣ କୁମାର ସାହୁ

ଭଞ୍ଜନଗର- ବିକ୍ରମ ଆରୁଖ

ପୋଲସରା- ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର- ଲତିକା ପ୍ରଧାନ

ଛତ୍ରପୁର- ସୁବାଷ ବେହେରା

ସୋରୋଡା- ସଙ୍ଘମିତ୍ରା ସ୍ଵାଇଁ

ହିଞ୍ଜିଳି- ନବୀନ ପଟ୍ଟନାୟକ

ଗୋପାଳପୁର- ବିକ୍ରମ ପଣ୍ଡା

ଦିଗପହଣ୍ଡି- ବିପ୍ଳବ ପାତ୍ର

ଚିକିଟି- ଚିନ୍ମୟାନନ୍ଦ ଶ୍ରୀରୁପ ଦେବ

କୋଟପାଡ- ଚନ୍ଦ୍ରଶେଖର ମାଝି

କୋରାପୁଟ- ରଘୁରାମ ପୋଡାଲ

ମାଲକାନଗିରି- ମାନସ ମାଡକାମି

ଘସିପୁରା- ବଦ୍ରି ପାତ୍ର






  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.