ଭୁବନେଶ୍ୱର ୦୬/୦୫: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ୍ ଓ ମଧ୍ୟ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନା ସୋମବାର ନାମାଙ୍କନପତ୍ର ଦାଖଲ କରିବେ । ପୂର୍ବାହ୍ଣରେ ଡୁମଡୁମାରୁ ଏକ ଶୋଭାଯାତ୍ରା ଯୋଗେ ୟାସିର ସମର୍ଥକଙ୍କ ଗହଣରେ ବାହାରିବେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ସେଠାରେ ନାମାଙ୍କନ କରିବେ । ଅନ୍ୟପଟେ ଶ୍ରୀ ଜେନା ବମିଖାଲରୁ ଶୋଭଯାତ୍ରାରେ ବାହାରି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିବେ।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...