କଟକ, ୨୮/୦୬ : ମୋ ବସ୍ରେ ଅଗ୍ନିକାଣ୍ଡ। କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ଘଟିଛି ଏହି ଅଘଟଣ। ତେବେ ବସ୍ରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ନଥିଲେ। ଯାହାଫଳରେ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ବସ୍ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ସୂଚନା ମିଳିଛି। ତେବେ ବସ୍ରେ କିଭଳି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେନି, ଏମଭିଏ ପ୍ରାର୍ଥୀ...