ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭାରତ- ଇଂଲଣ୍ଡ ମଧ୍ୟରେ ହେବ ୫ ଟେଷ୍ଟ ସିରିଜ, ଜାଣନ୍ତୁ କେବେ ଠୁ…

ନୂଆଦିଲ୍ଲୀ,୨୨/୮ :   ଭାରତୀୟ ପୁରୁଷ କ୍ରିକେଟ ଟିମ୍ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ନିଜ ଆଗାମୀ ଯାତ୍ରାର ଆରମ୍ଭ ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ମ୍ୟାଚର ସିରିଜ ସହ କରିବ । ଆଜ୍ଞା ହଁ, ଆଗାମୀ ବର୍ଷ ଜୁନରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ଉଭୟଙ୍କ ମଧ୍ୟରେ ୫ଟେଷ୍ଟ ମ୍ୟାଚର ସିରିଜ ଖେଳାଯିବ । ଏହାର ପୂରା ସିଡ୍ୟୁଲର ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଆସନ୍ତୁ ଜାଣିବା କେବେ କେବେ ଏବଂ କେଉଁ ଫିଲ୍ଡରେ ଏହି ମ୍ୟାଚ୍ ହେବ ।

ପ୍ରକାଶ ଯେ, ସବୁ ଟିମ୍ ୨୦୨୫ରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ବନାଇବାକୁ ପ୍ରାୟାଶ ଆରମ୍ଭ କରି ଦେଇଛନ୍ତି । ଏହାପରେ ଆଗାମୀ ଡବ୍ଲ୍ୟୁଟିସି ଏଡ଼ିଶନ ୨୦୨୫ରୁ ୨୦୨୭ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଏଡ଼ିଶନର ଫାଇନାଲ୍ ଠିକ୍ ପରେ ଆରମ୍ଭ ହେବ, ଯାହା ଇଂଲଣ୍ଡରେ ହେବ । ବର୍ତ୍ତମାନର ଡବ୍ଲ୍ୟୁଟିସି ଏଡ଼ିଶନ ଟେବୁଲର କଥା ଯଦି ଆମେ କହିବା ତେବେ ଟିମ୍ ଇଣ୍ଡିଆ ଅଷ୍ଟେ୍ରଲିଆ ଟପ୍ -୨ରେ ଅଛନ୍ତି । ଭାରତ ଟପରେ ଅଛି, ଯାହାକି ଅଷ୍ଟେ୍ରଲିଆ ଦ୍ବିତୀୟ ସ୍ଥାନରେ ଅଛି । ଉଭୟ ଟିମ୍ ମଧ୍ୟରେ ଚଳିତ ବର୍ଷ ଶେଷରେ ୫ ଟେଷ୍ଟ ମ୍ୟାଚର ବର୍ଡ଼ର ଗାଭାସ୍କର ଟ୍ରଫି ବି ଖେଳାଯିବାକୁ ଅଛି ।

ଭାରତ – ଇଂଲଣ୍ଡ ଟେଷ୍ଟ ସରିଜର ପ୍ରଥମ ମ୍ୟାଚ୍ ୨୦ଜୁନରୁ ଇଂଲଣ୍ଡର ହେଡିଂଲେରେ ହେବ । ଦ୍ବିତୀୟ ଟେଷ୍ଟ ୨-୬ଜୁଲାଇ ପର୍ଯ୍ୟନ୍ତ ବର୍ମିଂଧମର ଏଜବେଷ୍ଟନରେ ହେବ । ତୃତୀୟ ଟେଷ୍ଟ ୧୦- ୧୪ଜୁଲାଇ ପର୍ଯ୍ୟନ୍ତ ଲର୍ଡ଼ସର ଐତିହାସି ଫିଲ୍ଡରେ ହେବ । ସେହିଭଳି ମ୍ୟାନଚେଷ୍ଟରର ଓଲ୍ଡ ଟ୍ରାଫର୍ଡ଼ରେ ୨୩-୨୭ଜୁଲାଇ ମଧ୍ୟରେ ଚତୁର୍ଥ ଟେଷ୍ଟ ହେବ । ଗସ୍ତ ଶେଷରେ ୩୧ଜୁଲାଇରୁ ୪ଅଗଷ୍ଟ ପର୍ଯ୍ୟନ୍ତ ଓଭାଲରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.