ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତରେ ୪୧% ବାର୍ଷିକ ଅଭିବୃଦ୍ଧି ଆଣିବ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ଶିଳ୍ପ

ନୂଆଦିଲ୍ଲୀ,୧୨/୦୪: ୨୦୨୫-୨୬ ଆର୍ଥିକବର୍ଷ  ପର୍ଯ୍ୟନ୍ତ ଭାରତର ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ଶିଳ୍ପ ବର୍ଷକୁ ହାରାହାରି ୪୧% ଅଭିବୃଦ୍ଧି ନେଇ ବଢ଼ିବ। ଇକ୍ୱିରିସ୍‌ ସିକ୍ୟୁରିଟିଜ୍‌ ପକ୍ଷରୁ ପ୍ରସ୍ତୁତ ଏକ ସଦ୍ୟ ରିପୋର୍ଟରୁ ଏହା  ଜଣାପଡ଼ିଛି । 

ଭାରତକୁ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ହବ୍‌ ଭାବେ ଗଢ଼ିବାକୁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ  କରୁଛନ୍ତି । ଏହି କ୍ରମରେ ଭାରତରେ ଇଲେକ୍ଟ୍ରୋନିକ୍ସ  ବିନିର୍ମାଣ ଶିଳ୍ପର ଭବିଷ୍ୟତ ଉଜ୍ଜ୍ୱଳ ରହିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୨୦୨୧ରେ ଏହି  ଶିଳ୍ପର ମୂଲ୍ୟ୧,୦୬୯,୦୦ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ସୁଦ୍ଧା ଏହା ୫,୯୮୦,୦୦ କୋଟି ଛୁଇଁବ ବୋଲି ଅନୁମାନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.