ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ଫଳାଫଳକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ବୟାନ : କହିଲେ - ‘ଭରସା ହରାଇ ସାରିଛନ୍ତି ନରେନ୍ଦ୍ର ମୋଦୀ, ଦିଅନ୍ତୁ ଇସ୍ତଫା ‘

କୋଲକାତା, ୪/୬ : ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିଛି । ଟିଏମସି ପଶ୍ଚିମବଙ୍ଗରେ ପ୍ରାୟ ୨୯ସିଟରେ ବିଜୟ ଲାଭ କରିଥିବା ନଜର ଆସିଛି । ଲୋକସଭା ନିର୍ବାଚନରେ ଟିଏମସିର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନାଦେଶ ଲାଗି ପଶ୍ଚିମବଙ୍ଗର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ମମତା ବାନାର୍ଜୀ ବିଜେପି ଏବଂ ପିଏମ୍ ମୋଦୀଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । କାରଣ ସେ ବିଶ୍ବସନୀୟତା ହରାଇଛନ୍ତି ।

ମମତା ବାନାର୍ଜୀ କହିଛନ୍ତି କି ମାତେ ଖୁସି ଅଛି କି ପ୍ରଧାନମନ୍ତ୍ରୀ ବହୁମତର ସଂଖ୍ୟା ହାସଲ କରିପାରିଲେନି । ପ୍ରଧାନମନ୍ତ୍ରୀ ନିଜ ବିଶ୍ବସନୀୟତା ହରାଇସାରିଛନ୍ତି । ତାଙ୍କୁ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । କାରଣ ସେ କହିଥିଲେ କି ଏଥର ୪୦୦ପାର୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.