ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନିର୍ବାଚନ ଫଳାଫଳକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ବୟାନ : କହିଲେ - ‘ଭରସା ହରାଇ ସାରିଛନ୍ତି ନରେନ୍ଦ୍ର ମୋଦୀ, ଦିଅନ୍ତୁ ଇସ୍ତଫା ‘

କୋଲକାତା, ୪/୬ : ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିଛି । ଟିଏମସି ପଶ୍ଚିମବଙ୍ଗରେ ପ୍ରାୟ ୨୯ସିଟରେ ବିଜୟ ଲାଭ କରିଥିବା ନଜର ଆସିଛି । ଲୋକସଭା ନିର୍ବାଚନରେ ଟିଏମସିର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନାଦେଶ ଲାଗି ପଶ୍ଚିମବଙ୍ଗର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ମମତା ବାନାର୍ଜୀ ବିଜେପି ଏବଂ ପିଏମ୍ ମୋଦୀଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । କାରଣ ସେ ବିଶ୍ବସନୀୟତା ହରାଇଛନ୍ତି ।

ମମତା ବାନାର୍ଜୀ କହିଛନ୍ତି କି ମାତେ ଖୁସି ଅଛି କି ପ୍ରଧାନମନ୍ତ୍ରୀ ବହୁମତର ସଂଖ୍ୟା ହାସଲ କରିପାରିଲେନି । ପ୍ରଧାନମନ୍ତ୍ରୀ ନିଜ ବିଶ୍ବସନୀୟତା ହରାଇସାରିଛନ୍ତି । ତାଙ୍କୁ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । କାରଣ ସେ କହିଥିଲେ କି ଏଥର ୪୦୦ପାର୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.