ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାର୍ଯ୍ୟରେ ଯୋଗଦେଲେ ରାୟଗଡ଼ାର ନୂତନ ବିଡିଓ ଏ କେ ରାଉଳ

କାଶୀପୁର, ୧୭।୦୩: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ନୂତନ ବିଡିଓ ଭାବେ ଅମୃତ କୁମାର ରାଉଳ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ କାଶୀପୁର ବ୍ଲକରେ କାର୍ଯ୍ୟରତ ଥିବା ବିଡିଓ ମନୀଷା ଦାଶ କଲ୍ୟାଣ ସିଂହପୁର ବ୍ଳକରେ ଯୋଗ ଦେଇଥିବା ଜଣାପଡ଼ିଛି । ନୂତନ ବିଡିଓ ଏ କେ ରାଉଳ ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବିଡିଓ ଭାବେ କାର୍ଯ୍ୟରତ ଥିଲେ । 

ସରକାରଙ୍କ ପଞ୍ଚାୟତ ରାଜ, ପାନୀୟ ଜଳଯୋଗାଣ ବିଭାଗର ବିଜ୍ଞପ୍ତି ସଂଖ୍ୟା ୪୬୨୭, ୨୭।୦୨।୨୦୧୪ ଅନୁଯାୟୀ ବିଡିଓଙ୍କ ବଦଳି ଆଦେଶ ହୋଇଥିଲା । ତେବେ ନୂତନ ବିଡିଓଙ୍କୁ କାଶୀପୁର ଅଞ୍ଚଳବାସୀ ତଥା ବ୍ଲକର ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.