ପୁରୀ ୨୯/୨ : ପୁରୀ ର ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କଟକ ମ୍ୟୁନିସପାଲ କର୍ପୋରେସନ ର କମିଶନର ତଥା କଟକ ଊନ୍ନୟନ କର୍ତ୍ତୃପକ୍ଷ ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ରେ ରହିଥିଲେ।ପୁରୀ ରେ ଜିଲ୍ଲାପାଳ ରହିଥିବା ବିଜୟ କୁମାର ଦାଶ ଙ୍କ କଟକ ମ୍ୟୁନିସପାଲ କର୍ପୋରେସନ ର କମିଶନର ଭାବେ ବଦଳି ହୋଇଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...