ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପ୍ରଥମ ଥର ପାଇଁ ପରମାଣୁ କେନ୍ଦ୍ରର ଫଟୋ ଜାରି କଲା ଉତ୍ତର କୋରିଆ

ନୂଆଦିଲ୍ଲୀ,୧୩/୦୯ :  ପ୍ରଥମ ଥର ପାଇଁ ପରମାଣୁ କେନ୍ଦ୍ରର ଫଟୋ ଜାରି କଲା ଉତ୍ତର କୋରିଆ । ସେଠାରେ ଏକ ୟୁରାନିୟମ ଏନରିଚମେଣ୍ଟ ସାଇଟ ରହିଛି।  ଯେଉଁଠାରେ ବହୁ ସଂଖ୍ୟକ ସେଣ୍ଟ୍ରିଫ୍ୟୁଜ ଲାଗିଛି। ଏହା ଏକ ସ୍ୱତନ୍ତ୍ର ଯନ୍ତ୍ର ଯାହା ପରମାଣୁ ବୋମା ତିଆରି ପାଇଁ ସାମଗ୍ରୀ ପ୍ରସ୍ତୁତ କରେ । ତେବେ ନିକଟରେ ଦେଶର ଶାସକ କିମ ଜଙ୍ଗ୍ ଉନ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ବୈଜ୍ଞାନିକଙ୍କୁ ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଅଧିକ ଉପକରଣ ପ୍ରସ୍ତୁତ କର ବୋଲି  ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଜାପାନ ସାଗରରେ ୬୦୦ ମିଲିମିଟର ଏକାଧିକ ଲଞ୍ଚ ରକେଟ୍ ସିଷ୍ଟମ ସଫଳତାର ସହ ପରୀକ୍ଷଣ କରାଯାଇଛି। 

ତେବେ କିମ୍‌ ଜଙ୍ଗ୍‌ ଉନ୍‌ ବୈଜ୍ଞାନିକଙ୍କୁ କହିଛନ୍ତି ଯେ, ପରମାଣୁ ଅସ୍ତ୍ରର ପରିମାଣ ବୃଦ୍ଧି କରିବାକୁ ପଡିବ । ତେଣୁ ନ୍ୟୁକ୍ଲିୟର ଉପରକରଣ ପ୍ରସ୍ତୁତ କରିବାର ମାତ୍ରା ବଢାଯାଉ।  ସେ ଏହି ସାଇଟ୍ ବ୍ୟତୀତ ଆଣବିକ ଅସ୍ତ୍ର ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ଯେଉଁଠାରେ ସେ ପରମାଣୁ ସାମଗ୍ରୀ ଉତ୍ପାଦନ କରିବାକୁ କହିଛନ୍ତି। ତେବେ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ  ପ୍ରଥମ ଥର ଜାରି କରାଯାଇଛି। ତେବେ ଜାରି ହୋଇଥିବା ଫଟୋରେ କିମ୍‌ ଜଙ୍ଗ୍‌ ଉନ୍‌ ଯେଉଁ ସ୍ଥାନରେ ବୁଲୁଛନ୍ତି ସେହି   ସ୍ଥାନକୁ ସୟୁକ୍ତ ରାଷ୍ଟ୍ରର ସିକ୍ୟୁରିଟି କାଉନସିଲ ପ୍ରତିବନ୍ଧ କରିଛି । ଯେଉଁ ଫଟୋ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ, କିମ୍‌ ଜଙ୍ଗ୍‌ ସେଣ୍ଟ୍ରିଫ୍ୟୁଜ ଭିତରେ ବୁଲୁଛନ୍ତି । ତେବେ ଏହା ସେହି ମେସିନ ଯାହା ୟୁରାନିୟମକୁ ପରମାଣୁ ବୋମା ବନାଇଥାଏ। ତେବେ ବର୍ତ୍ତମାନ ଯାଏଁ ଏହି ପରମାଣୁ କେନ୍ଦ୍ର କେଉଁଠାରେ ରହିଛି ଓ କିମ୍‌ ଜଙ୍ଗ୍‌ ଉନ୍‌ କେବେ ଯାଇଥିଲେ  ଏପର୍ଯ୍ୟନ୍ତ ଖୁଲାସା ହୋଇନି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.