ପୁରୀ ୦୪/୦୫: ଓମ୍ଙ୍କ ମୁଣ୍ଡରେ ହାତୀ ଢ଼ାଳିଲା ସୁନା କଳସ। ସତ୍ୟବାଦୀ ବିଧାନସଭା ନିର୍ବାଚନ ଆସନ୍ରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିଶାଳ ବିଜୟ। । ୧୭୭୦୮ ଖଣ୍ଡଭୋଟରେ ବିଜେଡିର ଟାଣୁଆ ନେତା ତଥା ସଞ୍ଜୟ ଦାଶ ବର୍ମା ପରାସ୍ତ।
ସୂଚନା ମୁତାବିକ, ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ୮୭୨୯୪ ଖଣ୍ଡ ୧୪୬୨୮ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ୬୯୫୮୬ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ରଥଙ୍କୁ ୨୧୯୯ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ସ୍ବାଧିନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନଙ୍କୁ ୨୫୫୭ ଖଣ୍ଡ ଭୋଟ। ସିପିଆ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କୁ ୩୮୭ ଖଣ୍ଡ ଭୋଟ, ବହୁଜନନ ସମାଜ ପାର୍ଟି ପ୍ରାର୍ଥୀ ଜଗନ୍ନାଥ ଭୋଇଙ୍କୁ ୬୧୦ ଖଣ୍ଡ ଭୋଟ। ସ୍ବାଧିନ ପ୍ରାର୍ଥୀ ସତ୍ୟବାଦି ରାଧାମୋନ ବିଶ୍ବାଳଙ୍କୁ ୧୬୯ ଖଣ୍ଡ ଭୋଟ। ସେହିଭଳି ସ୍ବାଧିନ ପ୍ରାର୍ଥୀ କୌଳାଶ ଚନ୍ଦ୍ର ପ୍ରଧାନଙ୍କୁ ୧୬୫ ଖଣ୍ଡ ଭୋଟ। ସ୍ବାଧିନ ପ୍ରାର୍ଥୀ ଦେବୀ ପ୍ରସାଦ ୧୩୧ ଖଣ୍ଡ ଭୋଟ।ମୋ ଦଳ ପ୍ରାର୍ଥୀ ପବିତ୍ର ରାଉତ୍ତରାୟଙ୍କୁ ୯୭ ଖଣ୍ଡ ଭୋଟ ପଡିଥିବା ବେଳେ ନୋଟାରେ ୪୭୭ ଖଣ୍ଡ ଭୋଟ ମିଳିଛି।