ପ୍ରମୂଖ ଖବର
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଦ୍ୱିଲ୍ଲୀ ଓ ମୁମ୍ବାଇରେ ରିସେପ୍ସନ୍‌ ପାର୍ଟି ଦେବେ ରାଗନୀତି, ଜାଣନ୍ତୁ କେଉଁମାନେ ହେବେ ସାମିଲ

ନୂଆଦିଲ୍ଲୀ ୨୫/୦୯: ସେଲିବ୍ରିଟି-ରାଜନେତା ଯୋଡ଼ି ପରିଣିତି ଚୋପ୍ରା ଏବଂ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜସ୍ଥାନର ଉଦୟପୁରରେ ଥିବା ଦ ଲିଲା ପ୍ୟାଲେସରେ ଉଭୟେ ସାତଫେରା ନେଇ ଜୀବନସାଥୀ ହୋଇଛନ୍ତି । ଆପ୍‌ ନେତା ରାଘବ ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣିତିଙ୍କ ଏହି ଡ୍ରିମ୍‌ ୱେଡିଂକୁ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ହେଲା ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ଫ୍ୟାନ୍ସ ଏହି ନୂଆ ଦମ୍ପତିଙ୍କ ବିବାହ ଫଟୋକୁ ଅପେକ୍ଷା କରିଛନ୍ତି ବିବାହରେ ହାଇ ସିକ୍ୟୁରିଟି ହେତୁ କାହାକୁ ଫଟୋ କ୍ଲିକ୍ କରିବାକୁ ଦିଆଯାଇନଥିଲା ବିବାହ ପରେଦମ୍ପତ୍ତିଙ୍କ ରିସେପ୍ସନ୍ ବିଷୟରେ ଏବେ ଚର୍ଚ୍ଚା ଜୋର ଧରିଛି



ବିବାହ ପରେ ପରି-ରାଘବ ସେମାନଙ୍କ ରିସେପ୍ସନ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ହେବାକୁ ଯାଉଛନ୍ତି ରିପୋର୍ଟ ଅନୁଯାୟୀରାଗନୀତି ମୁମ୍ବାଇ ଏବଂ ଦିଲ୍ଲୀରେ ଦୁଇଟି ଭିନ୍ନ ଭିନ୍ନ ରିସେପ୍ସନ୍ ପାର୍ଟି ଦେବେ ଦିଲ୍ଲୀର ରିସେପ୍ସନ ପାର୍ଟିରେ ରାଜନୈତିକ ଦୁନିଆର ଅନେକ ଦିଗଜ ଯୋଗଦେବେ। ଅନ୍ୟପକ୍ଷେ ବଲିଉଡ ତାରକାମାନେ ପରିଣୀତିଙ୍କ ମୁମ୍ବାଇ ରିସେପ୍ସନ ପାର୍ଟିରେ ଚାରଚାନ୍ଦ ଲଗାଇବେ। ତେବେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ନିଶ୍ଚିତକରଣ ହୋଇନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.