ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀରେ ସମ୍ମାନ ରଖିଲେ ସୁନୀଲ୍, ଜିତିଲେ ବାପାଙ୍କ ପାରମ୍ପରିକ ଆସନ

ପୁରୀ ୦୪/୦୬: ପୁରୀ ବିଧାନସଭା ଆସନରେ ବିଜେପିକୁ ଝଟକା। ଜୟନ୍ତ ଷଡଙ୍ଗୀଙ୍କୁ ୫୧୭୮ ଖଣ୍ଡ ଭୋଟରେ ହରାଇଲେ ସୁନୀଲ ମହାନ୍ତି। ବିଜେଡିକୁ ୭୪୭୦୯ ଖଣ୍ଡ  ଭୋଟ ମିଳିଥିବା ବେବେ ଜୟନ୍ତ ଷଡଙ୍ଗୀ ୬୯୫୩୧ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ୧୩୧୬୯ ଖଣ୍ଡ ପାଇଛନ୍ତି। 

ସୂଚନା ମୁତାବିକ, ଦିବଙ୍ଗତ ନେତା ମହେଶ୍ଵର ମହାନ୍ତିଙ୍କ ପୁତ୍ର ସୁନୀଲ ମହାନ୍ତି  ପୁରୀରେ ବିଜେଡିର ବିଶାଳ ବିଜୟ। ସେ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଜୟନ୍ତ ଷଡଙ୍ଗୀଙ୍କୁ ୫ ହଜାର ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଶ୍ରକ୍ଷେତ୍ରରେ ବିଜେପି ଲୋକସଭା ପ୍ରାର୍ଥୀ ଭଳ କରିଥିବା ବେଳେ ବିଧାନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଓ୍ବା କାମ ଦେଇନଥିଲା। ପୁରୀ ବିକାଶ କ୍ଷେତ୍ରରେ ଜୟନ୍ତଙ୍କ ଆଖିଦୃଶିଆ କାମ କରିନଥିବା ଜନତା ଜନାର୍ଦ୍ଦନ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଶ୍ରକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଲୋକସମ୍ପର୍କ ଭଳି ଥିବାରୁ ସୁନୀଲ ମହାନ୍ତି ବିଶାଳ ବିଜୟ ମିଳିଛି।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.