ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁକୁ ନେଇ କହିଲେ ରଣବୀର ସୌରୀ, ଲୋକେ ସାମନାରେ କହିବେ ନାହିଁ କିନ୍ତୁ ମୁଁ କହି ପାରିବି ...

ମୁମ୍ୱାଇ : ରଣବୀର ସୌରୀ ନିଜର ଓ ପୂଜା ଭଟ୍ଟଙ୍କ ରିଲେସନ ଉପରେ ପୂର୍ବରୁ ବି ଅନେକ ଥର କହି ସାରିଛନ୍ତି। ପୁଣି ଥରେ ସେ ଏହି ବାହାନାରେ ସୁଶାନ୍ତ ସିଂହ ରାଜପୁତଙ୍କର ମଧ୍ୟ କଥା ଦୋହରାଇଛନ୍ତି । ସେ କହିଛନ୍ତି କି ଇଣ୍ଡଷ୍ଟ୍ରୀରେ ଲୋକଙ୍କ କ୍ୟାରିୟର ବର୍ବାଦ କରିବା ଓ ସମସ୍ୟାରେ ପକାଇବା କାମ ଖୁବ୍ ସାଧାରଣ କଥା। ରଣବୀର କହିଛନ୍ତି- ପୂଜା ଭଟ୍ଟଙ୍କ ସହ ଝଗଡ଼ା ପୂର୍ବରୁ ମହେଶ ଭଟ୍ଟଙ୍କ ପ୍ରତି ତାଙ୍କ ମନରେ ବହୁତ ସମ୍ମାନ ଥିଲା।   

ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ, କହିଲେ -୪୫ ମାସ ହୋଇ ଗଲା …

ରଣବୀର ସୌରୀ ଦମଦାର ଆକ୍ଟିଂ କରିଥାନ୍ତି। ଏହାପରେ ମଧ୍ୟ ତାଙ୍କୁ କ୍ୟାରିୟରରେ ଖୁବ୍‌ ଧକ୍କା ଖାଇବାକୁ ପଡ଼ିଛି। ଏଏନଆଇ ସହ କଥାବାର୍ତ୍ତାରେ ସେ କହିଛନ୍ତି କି, ମହେଶ ଭଟ୍ଟଙ୍କ ପାଇଁ ମୋ ମନରେ ସେତେବେଳ ଯାଏ ବହୁତ ସମ୍ମାନ ଥିଲା , ଯେପର୍ଯ୍ୟନ୍ତ ଝଗଡ଼ା ହୋଇ ନଥିଲା ,ଯେବେ ମୁଁ ତାଙ୍କର ଝିଅ ସହ ରିଲେସନସିପ୍‌ରେ ଥିଲି। ମୁଁ ଜାଣିବାକୁ ପାଇଲି ମୋ ସହ କପଟପୂର୍ଣ୍ଣ ବ୍ୟବହାର କରାଯାଉ ଥିଲା। 

ରଣବୀର ସୌରୀ କହିଛନ୍ତି କି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି, ଲୋକେ ହଲଚଲ କରି ଦେଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଲୋକଙ୍କ ତାଙ୍କ ବିରୋଧରେ ଯିବାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ରଣବୀର କହିଥିଲେ, ଏହି ଜିନିଷ ସୁଶାନ୍ତଙ୍କ ସହ ମଧ୍ୟ କିଛି ବର୍ଷ ପରେ ହୋଇଥିଲା ଏବଂ ମୋତେ ଲାଗିଲା କି ମୋତେ କିଛି କହିବାର ଅଛି। ଯଦି ଆପଣ ଇଣ୍ଡଷ୍ଟ୍ରୀର କୌଣସି ବି ବ୍ୟକ୍ତିଙ୍କ ସହ କଥା ହେବେ ତ ସେ ଏ ସମସ୍ତଙ୍କ ବିଷୟରେ ଅଫ୍‌ ରେକର୍ଡ କହି ପାରିବେ। ମୁଁ ଅନ୍‌ ରେକର୍ଡ କରି ପାରିବି , ମୋର କୌଣସି ଅସୁବିଧା ନାହିଁ। କାହା ବିରୋଧରେ ଗ୍ୟାଙ୍ଗ୍‌ ଗଠନ କରିବା , ତାକୁ ପୂରା ନିପାତ କରି ଦେବା , ତାର ଅସମ୍ମାନ କରିବା , କାହାର କ୍ୟାରିୟର ଖରାପ କରିବା , ଏଠାରେ ଏ ସବୁ ହୋଇ ଥାଏ । ଏହା ସହ। 

' ସୁଶାନ୍ତଙ୍କ ପରି କରିବାକୁ ଭାବୁ ଥିଲି ' , ଡାର୍କ ଫେଜ୍‌କୁ ଚାଲି ଯାଇଥିଲେ ବିବେକ ଓବେରୟ

ଉଲ୍ଲେଖନୀୟ ଯେ, ରଣବୀର ସୁଶାନ୍ତଙ୍କ ସହ ସୋନଚିରୈୟାରେ କାମ କରି ସାରିଛନ୍ତି। ସେ କହିଛନ୍ତି କି ସୁଶାନ୍ତ ତାଙ୍କ ଘରକୁ ଥରେ ଆସିଥିଲେ। ଉଭୟ ବେଷ୍ଟ ଫ୍ରେଣ୍ଡ ନଥିଲେ , କିନ୍ତୁ ତାଙ୍କ ଭିତରେ ଭଲ ବନ୍ଧୁତା ଥିଲା । ଉଭୟଙ୍କର ଫିଜିକ୍ସରେ ଖୁବ୍‌ ଉତ୍ସାହ ଥିଲା ଏବଂ ଏହାକୁ ନେଇ ସେମାନେ କଥାବାର୍ତ୍ତା ହେଉଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.