ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଜନ୍ମବେଦି ଅଭିମୁଖେ ତିନି ଠାକୁର, ବଡଦାଣ୍ଡରେ ଗଡ଼ିଲା ରଥତ୍ରୟ

ପୁରୀ,୦୮/୦୭: ଜନ୍ମବେଦି ଅଭିମୁଖେ ତିନି ଠାକୁର। ଶରଧାବାଲିରେ ଗଡିଲା ତିନି ରଥ।  ଜଗନ୍ନାଥ  ଧ୍ୱନିରେ ଉଚ୍ଛୁଳି ଉଠୁଛି ବଡ଼ଦାଣ୍ଡ। ଗୁଣ୍ଡିଚାଯାତ୍ରାର ଦ୍ବିତୀୟ ଦିନରେ ପ୍ରଥମେ ମାକେର୍ଟ ଛକରୁ ଗଡ଼ିଲା ତାଳଧ୍ବଜ ରଥ। ପରେ ମରିଚିକୋଟ ଛକରେ ଅଟିକିଥିବା ଦର୍ପଦଳନ ରଥକୁ ଟାଣିଲେ ଲକ୍ଷାଧିକ। ସାରା ରାତି ବଡ଼ଦାଣ୍ଡରେ ଲୀଳା କରିବା ପରେ ଭକ୍ତ ସମୁଦ୍ରରେ ଗଡ଼ିଲା ନନ୍ଦିଘୋଷ । ରଥ ଚାଳନାର ଗୁରୁଗମ୍ଭୀର ଧ୍ୱନି ସାଙ୍ଗକୁ ଅଗଣିତ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ କମ୍ପୁଲା ଖଣ୍ଡମଣ୍ଡଳ । ଭାଇ ଭଉଣୀଙ୍କୁ ସାଥୀରେ ନେଇ ଜନ୍ମବେଦି ଅଭିମୁଖେ ବାହାରିଲେ ମହାପ୍ରଭୁ ।

ସୂଚନା ମୁତାବିକ, ସକାଳେ ରଥାରୂଢ଼ ଦାରୁଦିଅଁଙ୍କୁ ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ରଥଟଣା ଆରମ୍ଭ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ତିନିରଥକୁ ଟାଣି ଟାଣି ନେଉ ଯାଉଛନ୍ତି।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.