ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଉରକେଲାରେ ହାରିଲେ ଦିଲ୍ଲୀପ ରାୟ, ଜିତିଲେ ସାରଦା ନାୟକ

ଭୁବନେଶ୍ବର,୪।୬ : ରାଉରକେଲା ନିର୍ବାଚନମଣ୍ଡଳୀରେ ଦିଲ୍ଲୀପ ରାୟ ଓ  ମନ୍ତ୍ରୀ ସାରଦା ନାୟକଙ୍କ ମଧ୍ୟରେ  କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା।  ଶେଷରେ ଜନମତ ସାରଦାଙ୍କ ସପକ୍ଷରେ ଯାଇଥିଲା। ସାରଦା ନାୟକ ଏଠାରୁ ବିଜୟୀ ହୋଇଛନ୍ତି ଓ ଦିଲ୍ଲୀପକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି।  ସାରଦା ନାୟକ   ଦିଲ୍ଳୀପ ରାୟଙ୍କୁ  ୩୫୫୨ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହରାଇଛନ୍ତି।

ସାରଦା ନାୟକ   ୬୪୬୬୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦିଲ୍ଲୀପ ରାୟ ୬୧୧୦୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ବିରେନ୍ଦ୍ର ନାଥ ପଟ୍ଟନାୟକ ୮୭୫୧ ଖଣ୍ଡ ଭୋଟ ପାଇଛନ୍ତି। ପୂର୍ବରୁ ସାରଦା ଓ ଦିଲ୍ଲୀପ ଉଭୟ ରାଉରକେଲା ଆସନରୁ ୩ ଥର ଲେଖାଏଁ ବିଜୟୀ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.