ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେନ୍‌ସିଲ୍‌ ମୁନରେ ଟି-୨୦ ବିଶ୍ୱ କପ୍‌ କଳାକୃତି

ଗୋପାଳପୁର ୦୧/୦୫: ଡୁରା ଗ୍ରାମର ଶିଳ୍ପୀ କେ ବିଜୟ  କୁମାର ରେଡ୍ଡୀ ପେନ୍‌ସିଲ୍‌ ମୁନରେ ଟି- ୨୦ ବିଶ୍ୱକପ୍‌ର  ଏକ କ୍ଷୁଦ୍ର କଳାକୃତି ନିର୍ମାଣ କରିଛନ୍ତି । ମାତ୍ର ୧.୫ ସେମି ଉଚ୍ଚତା ବିଶିଷ୍ଟ  ଆଇସିସି ଟି-୨୦ ବିଶ୍ୱକପ୍‌  ଟ୍ରଫି ସହ ଭାରତ ଦଳର  ଅଧିନାୟକଙ୍କ କଳାକୃତି କରିଛନ୍ତି ସେ । ଅଧିନାୟକ  ରୋହିତ ଶର୍ମାଙ୍କ ୧.୫  ସେମି ଉଚ୍ଚତା ବିଶିଷ୍ଟ କଳାକୃତି ମଧ୍ୟ ଆକର୍ଷଣୀୟ ହୋଇଛି । ପୂର୍ବରୁ ଚକ୍‌ ଖଡ଼ି, ପେନ୍‌ସିଲ୍‌ ଓ ଚାଉଳରେ କ୍ଷୁଦ୍ର କଳାକୃତି ନିର୍ମାଣ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ  ସୃଷ୍ଟି କରିଛନ୍ତି ବିଜୟ । ଏହା ଜରିଆରେ ସେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୟଙ୍କ ଏଭଳି ଦକ୍ଷତା ପୂର୍ବରୁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ବେଳେ ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ତାଙ୍କ କଳାକୃତି ସ୍ଥାନ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.