ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଗୋ ହତ୍ୟାକୁ ନେଇ ଜିଲ୍ଲାରେ ଉତ୍ତେଜନା, କାର୍ଯ୍ୟାନୁଷ୍ଠାନ ଦାବି

ରିଆମାଳ, ୦୬/୧୧ : ଗୋ ହତ୍ୟାକୁ ନେଇ ଜିଲ୍ଲାରେ ଉତ୍ତେଜନା। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତିଳେଇବଣି ବ୍ଲକ କଂସର ପଞ୍ଚୟତ କାଉସୀଢିପାରେ ଗତ ରାତିରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ଗୋ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି l ଉକ୍ତ ଘଟଣା ବିଷୟରେ ରିଆମାଳ ଥାନାଧିକାରୀ ଶ୍ରସ୍ୱତୀ ଟୁଡୁ ଅବଗତ ଥିବା ବେଳେ ଘଟଣାର ତଦନ୍ତ ଚାଲୁଥିବା କହିଛନ୍ତି l 

ସୂଚନା ଥାଉକି, ବିଗତ କିଛି ଦିନ ହେବ ଜିଲ୍ଲାରେ ଧର୍ମନ୍ତରୀକରଣ ବଢୁଥିବା ଏବଂ ଖ୍ରୀଷ୍ଟିଆନ ଧର୍ମାଵଲମ୍ବୀମାନେ ଜାଣିଶୁଣି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ନେଇ ବିଭିନ୍ନ ହିନ୍ଦୁ ସଂଗଠନ ରିଆମାଳ ଥାନା ତଥା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ l ଏବେ ଏଭଳି ପରିସ୍ଥିତି ଜିଲ୍ଲାରେ ଆଗକୁ ବିପଦ ସୃଷ୍ଟି କରିବା ଆଗରୁ ଜିଲ୍ଲା ପ୍ରଶାସନ ଗୁରୁତର ସହିତ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି l

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.