ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ କବିତା ଦିବସ, ସାଂସ୍କୃତିକ ଓ ଭାଷାଗତ ଅଭିବ୍ୟକ୍ତିର ପରିଚୟର ଅନ୍ୟତମ ସବୁଠୁ ସୁନ୍ଦର ରୂପ କବିତା

ଭୁବନେଶ୍ୱର ୨୧/୦୩: ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ  ହୁଏ କବିତା ଦିବସ । ସାଂସ୍କୃତିକ ଓ ଭାଷାଗତ ଅଭିବ୍ୟକ୍ତିର ପରିଚୟର ଅନ୍ୟତମ ସବୁଠୁ ସୁନ୍ଦର ରୂପ କବିତା । ୧୯୯୯  ମସିହାରେ ୟୁନେସ୍କୋ ଦ୍ୱାରା ଏହି ଦିବସ ଘୋଷଣା ହୋଇଥିଲା। କବିତା ଉପକରଣଗୁଡ଼ିକର ଗୁରୁତ୍ୱକୁ ବୁଝିବା ଏବଂ  ବିପଦୋନ୍ମୁଖୀ ଭାଷାଗୁଡ଼ିକୁ ଶୁଣିବାର ସୁଯୋଗ ବୃଦ୍ଧି ଲାଗି ଏହି  ଦିବସ ଲୋକଙ୍କୁ ଉତ୍ସାହିତ କରେ । କବି ଓ କବିତା ସଂରକ୍ଷକଙ୍କୁ  ଏହି ଦିବସ ସମ୍ମାନ ଜଣାଏ । 

କବିତା ଲିଖନ, ପଠନ ଓ  ଶିକ୍ଷଣକୁ ପ୍ରୋତ୍ସାହନ ଦିଏ । ଥିଏଟର, ନୃତ୍ୟ, ସଙ୍ଗୀତ, ପେଣ୍ଟିଂ  ଭଳି ଅନ୍ୟ କଳା ଓ କବିତା ମଧ୍ୟରେ ସମ୍ପର୍କକୁ ଏହି ଦିବସ  ବାନ୍ଧି ରଖେ । ବିଶ୍ୱବାସୀଙ୍କୁ କବିତା ଜରିଆରେ ଏକତ୍ର କରିବାକୁ  କବିତା ଲିଖନ, ପଠନ, ପ୍ରକାଶନ ଓ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.