ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବିଶ୍ୱ କବିତା ଦିବସ, ସାଂସ୍କୃତିକ ଓ ଭାଷାଗତ ଅଭିବ୍ୟକ୍ତିର ପରିଚୟର ଅନ୍ୟତମ ସବୁଠୁ ସୁନ୍ଦର ରୂପ କବିତା

ଭୁବନେଶ୍ୱର ୨୧/୦୩: ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ  ହୁଏ କବିତା ଦିବସ । ସାଂସ୍କୃତିକ ଓ ଭାଷାଗତ ଅଭିବ୍ୟକ୍ତିର ପରିଚୟର ଅନ୍ୟତମ ସବୁଠୁ ସୁନ୍ଦର ରୂପ କବିତା । ୧୯୯୯  ମସିହାରେ ୟୁନେସ୍କୋ ଦ୍ୱାରା ଏହି ଦିବସ ଘୋଷଣା ହୋଇଥିଲା। କବିତା ଉପକରଣଗୁଡ଼ିକର ଗୁରୁତ୍ୱକୁ ବୁଝିବା ଏବଂ  ବିପଦୋନ୍ମୁଖୀ ଭାଷାଗୁଡ଼ିକୁ ଶୁଣିବାର ସୁଯୋଗ ବୃଦ୍ଧି ଲାଗି ଏହି  ଦିବସ ଲୋକଙ୍କୁ ଉତ୍ସାହିତ କରେ । କବି ଓ କବିତା ସଂରକ୍ଷକଙ୍କୁ  ଏହି ଦିବସ ସମ୍ମାନ ଜଣାଏ । 

କବିତା ଲିଖନ, ପଠନ ଓ  ଶିକ୍ଷଣକୁ ପ୍ରୋତ୍ସାହନ ଦିଏ । ଥିଏଟର, ନୃତ୍ୟ, ସଙ୍ଗୀତ, ପେଣ୍ଟିଂ  ଭଳି ଅନ୍ୟ କଳା ଓ କବିତା ମଧ୍ୟରେ ସମ୍ପର୍କକୁ ଏହି ଦିବସ  ବାନ୍ଧି ରଖେ । ବିଶ୍ୱବାସୀଙ୍କୁ କବିତା ଜରିଆରେ ଏକତ୍ର କରିବାକୁ  କବିତା ଲିଖନ, ପଠନ, ପ୍ରକାଶନ ଓ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.