ଆଠଗଡ଼, ୦୪/୦୯ : ବଡ଼ମ୍ବା ଥାନା ଅନ୍ତର୍ଗତ କୁଶପାଳ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ। ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୬ ହାଜର ୬୧୫ ଲିଟର ପୋଚ ସହ ୪୫୫ ଲିଟର ଚୋରା ଦେଶୀମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ହେବ ବୋଲି ସୂଚନା ମିଳିଛି। ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ଏନେଇ ସୂଚନା ଦେଇଛନ୍ତି।

ମୂଳନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବେ ଏଆଇସିସି ଓ...