ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୧୦ ଲକ୍ଷ ଟଙ୍କାର ବାଣ ସହ ୫ ପିକଅପ ଭ୍ୟାନ ଜବତ

ଛତ୍ରପୁର.୧୩।୯ : ଛତ୍ରପୁର ଥାନା ସୁନ୍ଦରପୁର ଗ୍ରାମର ଏକ ଘର ନିକଟରୁ ବାଣ ବୋଝେଇ ହୋଇଥିବା   ୫ଟି ପିକଅପ ଭ୍ୟାନ ପୁଲିସ ଜବତ କରିଛନ୍ତି। ଜବକ ବାଣର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏ ସଂକ୍ରାନ୍ତ ରେ ଜଣକୁ ଥାନାରେ ଅଟକ ରଖିଛି ପୁଲିସ l

 ମିଳିଥିବା ସୂଚନା ମୁତାବକ ଛତ୍ରପୁର ପୁଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିଲେ।  ସୁନ୍ଦରପୁର ଗ୍ରାମର ଦେବେନ୍ଦ୍ର ସାହୁ ଙ୍କ ଘର ନିକଟରେ ୫ଟି ପିକଅପ ଭ୍ୟାନ ଥିବା ଦେଖି ତନଖି କରିବାକୁ ଯାଇଥିଲେ।  ସେଥିରେ ବାଣ ବୋଝେଇ ହୋଇ ରହିଥିବା ଦେଖିବାକୁ ପାଇଥିଲା l ଏହି ୫ଟି ପିକ ଅପ ଭ୍ୟାନ ସହ ବାଣ କୁ ଜବତ କରି ଥାନାକୁ ଆଣିଛନ୍ତି ଆଇଆଇସି ନିରୋଦ ଚନ୍ଦ୍ର ଦାସ l ତଦନ୍ତ ଚାଲୁରହିଥିବା ପୁଲିସ କହିଛି l

ଆହୁରି ପଢନ୍ତୁ : ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.