ଭୁବନେଶ୍ଵର, ୦୭/୦୮ : କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା 5T ଚାର୍ଟର ଓ ମୋ ସରକାର। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ରରୁ ହଟାଯାଇଛି। ଜିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଯାଇଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟ୍ ପୁନଶ୍ଚ ପ୍ରଚଳନ ହେବ।
୫୦ ଦିନ ପରେ ବି ଘୋଷଣା ହୋଇପାରୁନି ପିସିସି: ଖାଁ ଖାଁ...