ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ଧନବାନ ହେବାର ସଙ୍କେତ ଦିଏ ଏହି ସବୁ ସ୍ୱପ୍ନ, ଜାଣନ୍ତୁ କ’ଣ କ’ଣ?

ଭୁବନେଶ୍ୱର ୩୦/୦୧: ଶୋଇବା ସମୟରେ ଆମେ ସମସ୍ତେ କିଛି ନା କିଛି ସ୍ୱପ୍ନ ଦେଖୁ । ସେଥିରୁ କିଛି ସ୍ୱପ୍ନ ଭଲ ହୋଇଥିବା ବେଳେ ଆଉ କିଛି ଖରାପ ହୋଇଥାଏ। । ବେଳେବେଳେ ଆମେ ଏପରି ସ୍ୱପ୍ନ ଦେଖିଥାଉ ଯାହାକୁ ନେଇ ଦିନସାରା ଚିନ୍ତିତ ରହିଥାଉ। କାରଣ ସେହି ସ୍ୱପ୍ନ ଭଲ କି ଖରାପ ଆମେ ଜାଣିନଥାଉ। ତେବେ ଆଜି ଆସନ୍ତୁ ଜାଣିବା ସ୍ୱପ୍ନରେ କ୍ଷୀର ଦେଖିବା ଶୁଭ କି ଅଶୁଭ ।

ସ୍ୱପ୍ନରେ କ୍ଷୀର ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ କ୍ଷୀର ଦେଖିବା ଶୁଭ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ କ୍ଷୀର ଦେଖନ୍ତି, ତେବେ ଏହା ଆପଣଙ୍କ ଜୀବନରେ ଧନ ଆଗମନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ସହିତ, ଏହା ଆପଣଙ୍କ ରୋଜଗାର ଏବଂ ଆର୍ଥିକ ସମୃଦ୍ଧିର ସଫଳତାକୁ ମଧ୍ୟ ସୂଚିତ କରେ।

ସ୍ୱପ୍ନରେ ନିଜେ କ୍ଷୀର ପିଉଥିବାର ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ନିଜକୁ କ୍ଷୀର ପିଉଥିବାର ଦେଖିବା ଶୁଭ ହୋଇଥାଏ। ଏହା ଆପଣଙ୍କ ଧନ ବୃଦ୍ଧି ହେବାର ସମ୍ଭାବନା ଦେଇଥାଏ।

ସ୍ୱପ୍ନରେ କ୍ଷୀର ଫୁଟୁଥିବା ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଫୁଟୁଥିବା କ୍ଷୀର ଦେଖିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ଏହା ଜୀବନରେ ସୁଖ-ଶାନ୍ତି ଆସିବାର ସଙ୍କେତ ଦେଇଥାଏ। ଆପଣଙ୍କୁ ପରିଶ୍ରମର ଫଳ ମିଳିବ।

ସ୍ୱପ୍ନରେ କ୍ଷୀର ଉତୁରିବା ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ କ୍ଷୀର ଉତୁରିବା ଦେଖିବା ଅଶୁଭ ବୋଲି ଧରାଯାଏ । ଏହା ଜୀବନରେ କିଛି ଖରାପ ଘଟଣାକୁ ସୂଚାଏ । ଯଦି ଆପଣ ସ୍ୱପ୍ନରେ କ୍ଷୀର ପଡୁଥିବା ଦେଖନ୍ତି, ତେବେ ଏହାର ଖରାପ ପ୍ରଭାବକୁ ଏଡାଇବା ପାଇଁ ଶିବଙ୍କୁ ପୂଜା କରନ୍ତୁ।

ସ୍ୱପ୍ନରେ ଦହି କିମ୍ବା କ୍ଷୀର ଫାଟି ଯିବାର ଦେଖିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ କ୍ଷୀର ଫାଟି ଯିବା କିମ୍ବା ଦହି ଦେଖିବା ଖରାପ ବୋଲି ଧରାଯାଏ । ଏହା ଜୀବନରେ କିଛି ସମସ୍ୟା ଉପୁଜିବକୁ ସୂଚାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.