ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

୨୩ ଦିନରେ ୧୦ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ପ୍ରକୃତ କାରଣ ଜାଣିବାକୁ ଚାଲିଛି ତଦନ୍ତ..

ନୂଆଦିଲ୍ଲୀ,୦୫/୦୯: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫରେ ଗତ ୨୩ ଦିନ ଭିତରେ ୧୦ ଜଣ ଯବାନ  ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଭିତରେ ୨ ଜଣ ଇନ୍ସପେକ୍ଟର ଓ ଜଣେ ସବ୍‌-ଇନ୍ସପେକ୍ଟର ଅଛନ୍ତି । କେବଳ ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ୧ରୁ ୪ ତାରିଖ ମଧ୍ୟରେ ୪ ଜଣ ଆତ୍ମହତ୍ୟା କରିସାରିଲେଣି। ଏହାକୁ ମିଶାଇଲେ ଗତ ୫ ବର୍ଷରେ ସିଆରପିଏଫରେ ୨୪୦ରୁ ଅଧିକ ଯବାନ ଆତ୍ମହତ୍ୟା କରିଛନ୍ତି। ଯଦି ସମସ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ବିଚାରକୁ ନିଆଯିବ ତେବେ ଏହି ଆତ୍ମହତ୍ୟା ସଂଖ୍ୟା ୬୫୪ ରହିଥିବା ଜଣାପଡିଛି। କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରାଯାଉନାହିଁ ।  

ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ଉତ୍ତର  ଦିଆଯାଉଛି କି ପାରିବାରିକ କଳହ ଯୋଗୁ  ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଂସଦୀୟ କମିଟି ତାର ରିପୋର୍ଟରେ ଦର୍ଶାଇଥିଲା କି ଯବାନଙ୍କ  ଆତ୍ମହତ୍ୟା ସୁରକ୍ଷା ବାହିନୀର କାର୍ଯ୍ୟଦକ୍ଷତା   ଉପରେ ପ୍ରଭାବ ପକାଉଛି ।

Copyright © 2022 - Summa Real Media Private Limited. All Rights Reserved.