ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

୨୩ ଦିନରେ ୧୦ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ପ୍ରକୃତ କାରଣ ଜାଣିବାକୁ ଚାଲିଛି ତଦନ୍ତ..

ନୂଆଦିଲ୍ଲୀ,୦୫/୦୯: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫରେ ଗତ ୨୩ ଦିନ ଭିତରେ ୧୦ ଜଣ ଯବାନ  ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଭିତରେ ୨ ଜଣ ଇନ୍ସପେକ୍ଟର ଓ ଜଣେ ସବ୍‌-ଇନ୍ସପେକ୍ଟର ଅଛନ୍ତି । କେବଳ ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ୧ରୁ ୪ ତାରିଖ ମଧ୍ୟରେ ୪ ଜଣ ଆତ୍ମହତ୍ୟା କରିସାରିଲେଣି। ଏହାକୁ ମିଶାଇଲେ ଗତ ୫ ବର୍ଷରେ ସିଆରପିଏଫରେ ୨୪୦ରୁ ଅଧିକ ଯବାନ ଆତ୍ମହତ୍ୟା କରିଛନ୍ତି। ଯଦି ସମସ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ବିଚାରକୁ ନିଆଯିବ ତେବେ ଏହି ଆତ୍ମହତ୍ୟା ସଂଖ୍ୟା ୬୫୪ ରହିଥିବା ଜଣାପଡିଛି। କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରାଯାଉନାହିଁ ।  

ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ଉତ୍ତର  ଦିଆଯାଉଛି କି ପାରିବାରିକ କଳହ ଯୋଗୁ  ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଂସଦୀୟ କମିଟି ତାର ରିପୋର୍ଟରେ ଦର୍ଶାଇଥିଲା କି ଯବାନଙ୍କ  ଆତ୍ମହତ୍ୟା ସୁରକ୍ଷା ବାହିନୀର କାର୍ଯ୍ୟଦକ୍ଷତା   ଉପରେ ପ୍ରଭାବ ପକାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.