ପ୍ରମୂଖ ଖବର
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଝାଡଖଣ୍ଡ ବାଇପାଇ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ : ଜଣେ ଗୁରୁତର

ରାଉରକେଲା, ୧୪।୧୧ : ସୀମାନ୍ତ ଝାଡଖଣ୍ଡ ବାଇପାଇ ସଂଘ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ ମଧୁ ତେଇସୁମ୍ । ଗୁରୁତର ଅବସ୍ତାରେ ହାତିବୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

 ଚାରିଜଣ ସାଧାରଣ ଲୋକ ଜଙ୍ଗଲ କୁ ଯାଇଥିଲେ ଶୁଖିଲା କାଠ ସଂଗ୍ରହ କରିବାକୁ । ଏହି ସମୟରେ ମାଓବାଦୀ ପୋତିଥିବା ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ହୋଇଥିଲା। କରିଛନ୍ତି   । ଏଥିରେ ଜଣେ ଗୁରୁତର  ହୋଇଥିବା ବେଳେ ତିନି  ଜଣ ଆହତ ହୋଇଥିଲେ ।  ଗୁରୁତର ଙ୍କୁ ହାତିବୁରା ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.