ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ବାପାର ଶୁଦ୍ଧିକ୍ରିୟା ପାଇଁ ଜିନିଷ ଧରି ପୁଅ ବାଇକରେ ଫେରୁଥିଲା: ଦୁର୍ଘଟଣାରେ ଚାଲିଗଲା ଜୀବନ, କ୍ଷତିପୂରଣ ଦାବିରେ ଥାନା ଘେରାଉ

ରାୟଗଡା, ୩୧।୧ : ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ରାୟଗଡାରୁ ଜିନିଷ ଧରି ଫେରୁଥିଲା ପୁଅ । ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ମୃତକ ଜଣକ ହେଲେ କଞ୍ଚଗୁମା ଗ୍ରାମର ସବାନନ୍ଦ ନାୟକ (୩୦) ।କ୍ଷତିପୂରଣ ଦାବିରେ କାଶୀପୁର ବ୍ଲକ ମlଇକଞ୍ଚ ପଞ୍ଚlୟତର କଞ୍ଚଗୁମା ଗ୍ରାମ ବାସୀଙ୍କ ପକ୍ଷରୁ ରାୟଗଡା ଥାନା ଘେରାଉ କରାଯାଇଛି । 

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ରାୟଗଡାରୁ ଜିନିଷ ଧରି ବାଇକ ଯୋଗେ ସବାନନ୍ଦ ଓ ଶାନ୍ତି ନାୟକ ନିଜ ଗାଁ କଞ୍ଚାଗୁମ୍ମା ଯାଉଥିଲେ। ଏହି ସମୟରେ ରାୟଗଡା ବ୍ଲକ ହାଲୁଆ ନିକଟରେ ଏକ ମାକ୍ସ ମେଜିକ ଗାଡି ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସବାନନ୍ଦଙ୍କ  ମୃତ୍ୟୁ ହୋଇଥିଲା ବେଳେ  ଶାନ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଶାନ୍ତିଙ୍କୁ ଗୁରୁତର ଅବସ୍ଥାରେ  କୋରାପୁଟ ରେ ଭର୍ତ୍ତି କରାଯାଇଛି ।  ମୃତ ସବାନନ୍ଦଙ୍କ ଦୁଇଟି ଛୋଟ ଛୋଟ ପିଲା ଥିବାରୁ ତାଙ୍କର ଭରଣ ପୋଷଣ ପାଇଁ ପରିବାର ଲୋକେ କ୍ଷତି ପୂରଣ ଦାବିନେଇ ଥାନା ଘେରାଉ କରିଛନ୍ତି  କଞ୍ଚାଗୁମ୍ମା ଗ୍ରାମବlସୀ। 

ଆହୁରି ପଢନ୍ତୁ : ଭୁବନେଶ୍ବରରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.