ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୋମାଟୋକୁ ଅନ୍‌ଲାଇନ୍‌ ପେମେଣ୍ଟ ଆଗ୍ରିଗେଟର ଲାଇସେନ୍, ଆଗକୁ କରିପାରିବେ ଅନ୍‌ଲାଇନ୍‌ ପେମେଣ୍ଟ

ନୂଆଦିଲ୍ଲୀ,୨୬/୦୧: ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରି  ପ୍ଲାଟ୍‌ଫର୍ମ ଜୋମାଟୋ ଆଗକୁ  ଅନ୍‌ଲାଇନ୍‌ ପେମେଣ୍ଟ ସେବା  ପ୍ରଦାନ କରିବ । ଏଥିପାଇଁ କମ୍ପାନିକୁ  ଆର୍‌ବିଆଇ ଅନୁମତି ମିଳିଛି ।  ଅନ୍‌ଲାଇନ୍‌ ପେମେଣ୍ଟ ଆଗ୍ରିଗେଟର  ଭାବେ ଏହା ସେବା ପ୍ରଦାନ କରିବ ।  ସମ୍ପ୍ରତି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ  (ବିଏସ୍‌ଇ)ରେ କମ୍ପାନିର ମାର୍କେଟ  କ୍ୟାପ୍‌ ୧,୧୮,୪୬୮ କୋଟି  ଟଙ୍କା ରହିଥିବା ଜଣାପଡ଼ିଛି ।

ୱେଡିଂ ଦେଶର ଚତୁର୍ଥ ବଡ଼ ଶିଳ୍ପ, ଏ ବର୍ଷ କାରବାର ୬.୨୫ ଲକ୍ଷ କୋଟି ଛୁଇଁପାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.