ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଜୟଙ୍କ ବ୍ରାଣ୍ଡ୍‌ ପ୍ରମୋସନ କଲେ ରଶ୍ମିକା, ଅଭିନେତାଙ୍କ କମ୍ପାନୀର ହୁଡି ପିନ୍ଧି ବିମାନବନ୍ଦରରେ ଆସିଲେ ନଜର

ମୁମ୍ବାଇ ୧୦/୧୨: ଗତ କିଛି ବର୍ଷ ମଧ୍ୟରେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରି ସାରିଛନ୍ତି ରଶ୍ମିକା । ଏବେ ବଲିଉଡ୍‌ରେ ନିଜର ପରିଚୟ  କରିବା ଲାଗି ବହୁ ପରିଶ୍ରମ ବି କରୁଛନ୍ତି। ଅମିତାଭଙ୍କ ‘ଗୁଡବାଏ’ ଫିଲ୍ମରେ କାମ କରି ବଲିଉଡ୍ ଡେବ୍ୟୁ କରିଥିଲ।  ତା’ପରେ ସିଦ୍ଧାର୍ଥଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ବର୍ତ୍ତମାନ ଦକ୍ଷିଣ ନିର୍ମାତା ସନ୍ଦିପ ରେଡ୍ଡି ବଙ୍ଗାଙ୍କ ନିର୍ଦ୍ଦେଶିତ ଆନିମଲ୍‌ରେ ରଣବୀରଙ୍କ ନାୟିକା ଚରିତ୍ରରେ ଦେଖିବାକୁ ମିଳିଛନ୍ତି। 

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ପ୍ରଚାର ଓ ପ୍ରସାରରେ ନିଜକୁ ଖୁବ୍ ବ୍ୟସ୍ତ ରଖିଥିଲେ। ଏଥିପାଇଁ ନା ତାଙ୍କ ଚର୍ଚ୍ଚିତ ବଏଫ୍ରେଣ୍ଡ ବିଜୟକୁ ସମୟ ଦେଇପାରୁନଥିଲେ।  ହେଲେ ରଶ୍ମିକା ଅଭିନୟ ଜୀବନରେ ଯେମିତି ପରିଶ୍ରମୀ, ବାସ୍ତବ ଜୀବନରେ ସେତିକି ଚାଲାକ। ବଏଫ୍ରେଣ୍ଡକୁ ସମୟ ଦେଇନପାରିଲେ ବି ସୋସିଆଲ ମିଡିଆରେ ତାଙ୍କ ସମସ୍ତ ପୋଷ୍ଟ ସେୟାର କରୁଥିଲେ । 




ଏବେ ଫିଲ୍ମ ରିଲିଜ୍ ହୋଇସାରିଛି। ତେଣୁ ବିଜୟ ପାଇଁ ସମୟ ବାହାର କରିପାରୁଛନ୍ତି।  ବିଜୟଙ୍କୁ ଖୁସି କରିବା ପାଇଁ ତାଙ୍କ ବ୍ରାଣ୍ଡ୍‌ ପ୍ରମୋସନ କରୁଛନ୍ତି। ଯେମିତିକି କିଛି ଦିନ ତଳେ ରଶ୍ମିକା ବିମାନବନ୍ଦରରେ ଏକ ସୁନ୍ଦର ହୁଡିରେ ନଜର ଆସିଥିଲେ। ତାହା ବିଜୟଙ୍କ କମ୍ପାନୀ ଦ୍ଵାରା ପ୍ରସ୍ତୁତ। ନିଜ କାମ ପାଇଁ ସମୟ ଦେଇ ପାରୁନାହାନ୍ତି ସତ ହେଲେ ଏଭଳି ଆଚରଣ ଦେଖି ନେଟିଜେନଙ୍କୁ ଖୁବ୍ ପସନ୍ଦ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.