ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ବାପା ହେବେ ବିରାଟ କୋହଲି, ଘରକୁ ଆସିବେ ଦ୍ୱିତୀୟ ଅତିଥି

ନୂଆଦିଲ୍ଲୀ,୦୬/୦୨: ଅନୁଷ୍କା ଶର୍ମା ଓ ବିରାଟ  କୋହଲିଙ୍କ ଘରକୁ ଆସିବେ ଦ୍ୱିତୀୟ ଅତିଥି । ଏ ବିଷୟରେ  କୋହଲିଙ୍କ କ୍ରିକେଟ୍‌ ବନ୍ଧୁ ଏବି ଡିଭିଲର୍ସ ଏକ କାର୍ଯ୍ୟକ୍ରମରେ  ସୂଚନା ଦେଇଛନ୍ତି । ୨୦୨୧ରେ ବିରୁଷ୍କାଙ୍କ କନ୍ୟା ଭମିକା ଜନ୍ମ  ହୋଇଥିଲେ । ପୁଣି କୋହଲି ବାପା ହେବାକୁ ଯାଉଛନ୍ତି ।  ଇଂଲଣ୍ଡ ବିପକ୍ଷ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟରୁ ସେ ବ୍ୟକ୍ତିଗତ  କାରଣ ଦର୍ଶାଇ ଦୂରେଇ ରହିଛନ୍ତି ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.