ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡି ଶୋଭାଯାତ୍ରା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ୍, ୩ ଆହତ

ବଡ଼ମ୍ବା, ୩୦।୪: ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା । ବିଜେଡିର ଶୋଭାଯାତ୍ରା ଯାଉଥିବା ବେଳେ ପଛୁପଟୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ୩ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ବଡ଼ମ୍ବାର ଆଲୋକ ନାୟକ, ନୁଖାପଡ଼ାର ରତିରଞ୍ଜନ ବେହେରା ଓ ବାଙ୍କୀ କଳା ପଥର ଗାଁର ଜୟନ୍ତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି । ବିଜେଡି ରାଲି ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.