ଭଦ୍ରକ,୨୮।୮: ଭଦ୍ରକ ବାଗମର ଗ୍ରାମରେ ବ୍ୟାପିଲା ହଇଜା। ବର୍ତ୍ତମାନ ସୁଦ୍ଧା ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଞ୍ଚିଛି। ଏଭଳି ହଇଜା ବ୍ୟାପିବା ଯୋଗୁଁ ଏକ ମେଡିକାଲ ଟିମ ଗାଁରେ ପହଁଞ୍ଚିଛନ୍ତି। ହଇଜା ଆକ୍ରାନ୍ତ ୫ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି। ସେଭଳି ହଇଜାରେ ବର୍ତ୍ତମାନ ସୁଦ୍ଧା ଦୁଇ ମୃତ୍ୟୁ ହୋଇ ଥିବା ୱାର୍ଡ ସଦସ୍ୟ ରତ୍ନାକର ଦାସ ସୂଚନା ଦେଇଛନ୍ତି।
ହରିୟାଣା ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିଥିଲେ ମୁଖ...