ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଗୋଲ୍ଡେନ ସ୍ଲାମ୍‌ ସ୍ୱପ୍ନ ପୂରଣ କଲେ ନୋଭାକ୍‌ ଜୋକୋଭିକ୍‌: ପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ, ଫାଇନାଲ୍‌ରେ ଅଲ୍‌କାରାଜଙ୍କୁ ହରାଇଲେ

ପ୍ୟାରିସ୍‌,୦୫/୦୮: ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ହେବା  ସହ ଗୋଲ୍ଡେନ ସ୍ଲାମ୍‌ ସ୍ୱପ୍ନ ପୂରଣ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ  ବର୍ଗ ଫାଇନାଲ୍‌ରେ ସେ ସିଧାସଳଖ ୭-୬ (୭-୩), ୭-୬ (୭- ୨) ସେଟ୍‌ରେ ସ୍ପେନର କାର୍ଲୋସ ଅଲ୍‌କାରାଜଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ପାଖାପାଖି ୩ଘଣ୍ଟା ଲାଗି ଯାଇଥିଲା । ଜୋକୋଭିକ୍‌ ଟାଇବ୍ରେକରେ ଉଭୟ ସେଟ୍‌ ଜିତିଥିଲେ । 

୨୦୦୮ ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଜୋକୋଭିକ୍‌ ଗତ ଲଣ୍ଡନ,  ରିଓ ଏବଂ ଟୋକିଓ ଅଲିମ୍ପିକ୍ସରେ ବିଫଳ ହୋଇଥିଲେ । ଦୀର୍ଘ ଦିନର  ପ୍ରତୀକ୍ଷା ପରେ ସେ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଥିଲେ । ବିଶ୍ୱର ଚତୁର୍ଥ ପୁରୁଷ ଖେଳାଳି ଭାବେ ଗ୍ଲୋଡେନ୍‌ ସ୍ଲାମ୍‌ (ସମସ୍ତ ୪ଟି  ଯାକ ଗ୍ରାଣ୍ଡସ୍ଲାମ୍‌ ଓ ଅଲିମ୍ପିକ୍ସ ଟାଇଟଲ୍‌) ସଫଳତା ହାସଲ କରିଥିଲେ। ପୂର୍ବରୁ ସ୍ପେନର ପ୍ରସିଦ୍ଧ ଖେଳାଳି ରାଫେଲ ନାଦାଲ, ସ୍ୱିଜରଲାଣ୍ଡର ରୋଜର  ଫେଡେରର ଏବଂ ଆମେରିକାର ପିଟ୍‌ ସାମ୍ପ୍ରାସ ଗୋଲ୍ଡେନ ସ୍ଲାମ୍‌ ପୂରଣ  କରିଥିଲେ । ୩୭ ବର୍ଷୀୟ ଜୋକୋଭିକ୍‌ ବୟୋଜ୍ୟେଷ୍ଠ ଖେଳାଳି ଭାବେ  ସିଙ୍ଗଲ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବାର ରେକର୍ଡ଼ ସ୍ଥାପନ କରିଛନ୍ତି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.