ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାମାନ୍ୟ ବଚସାରୁ ଗ୍ୟାରେଜ ମାଲିକଙ୍କୁ ଛୁରା ମାଡ଼

କେନ୍ଦୁଝର ସଦର ୧୧/୫: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କଟଲପଶି ଛକ ନିକଟରେ ସାମାନ୍ୟ ବଚସାକୁ ନେଇ ଛୁରାମାଡରେ ଜଣେ ଗୁରୁତର ହୋଇଛି।  ଗୁରୁରତ ଜଣକ ହେଲେ ଧରଣୀଧର ମହାନ୍ତ ।

 ଧରଣୀଧର ଅଭିଯୋଗ ମୁତାବକ ଏକ ରାଜନୀତିକ ଦଳର  ପ୍ରଚାର ଗାଡ଼ି ଧରଣୀର ଦୋକାନ ସାମ୍ନାରେ ରଖିଥିଲେ।  ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ   ବଚସା ହୋଇଥିଲା। ଏହି ସମୟରେ  ପ୍ରଚାର ଗାଡ଼ିରୁ ଦୁଇ ଜଣ ଆସି ଧରଣୀର ପେଟକୁ ଛୁରୀ ଭୂସି ଦେଇଥିଲେ। ଧରଣୀକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.