ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଷ୍ଟ୍ରାଭା ଗୋଲ୍ଡେନ ଇଭେଣ୍ଟରୁ ଓହରିଲେ ନୀରଜ, ମାଂଶପେଶୀରେ ଯନ୍ତ୍ରଣା ଥିବା ନେଇ ସୂଚନା

ନୂଆଦିଲ୍ଲୀ,୨୭/୦୫: ଅଲିମ୍ପିକ୍‌ ଏବଂ ବିଶ୍ୱ ଚାମ୍ପିଅନ୍‌ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ଆଗାମୀ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ସ ଇଭେଣ୍ଟରେ  ଭାଗ ନେବେନି ବୋଲି  ସ୍ପଷ୍ଟ କରି ଦେଇଛନ୍ତି । ଅଭ୍ୟାସ  ବେଳେ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ  ସେ ବିଶ୍ରାମ ନେବାକୁ ନିଷ୍ପତ୍ତି  ନେଇଛନ୍ତି । 

ସେ କହିଛନ୍ତି, ମୁଁ ଆହତ ହୋଇନାହିଁ । ଅଭ୍ୟାସ  କରିବା ସମୟରେ ଜଙ୍ଘ ମାଂଶପେଶୀରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା । ଆଗକୁ ଅଲିମ୍ପିକ୍ସ ରହିଛି । ତେଣୁ ମୁଁ କୌଣସି ବିପଦକୁ ଡାକିବାକୁ ଚାହୁଁନି । ଯେବେ ସମ୍ପୂର୍ଣ୍ଣ ଫିଟ୍‌ ଅନୁଭବ କରିବି, ମୁଁ ପ୍ରତିଯୋଗିତାକୁ ଫେରିବି ।’ ଚେକ୍‌ ଗଣରାଜ୍ୟ ଠାରେ  ଆସନ୍ତା ୨୮ ତାରିଖରେ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ସ ଇଭେଣ୍ଟ  ଆୟୋଜିତ ହେବ । ନୀରଜଙ୍କ ଓହରିଯିବା ପରେ ଆୟୋଜକ କମିଟି  ୟୁରୋପିଆନ ଚାମ୍ପିଅନ୍‌ ଜୁଲିଆନ୍‌ ୱେବରଙ୍କୁ ସାମିଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.