ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ସୁଭଦ୍ରାରେ ଆବେଦନ କରିବା ପାଇଁ ଟଙ୍କା ମାଗି ଜନ ସେବା କେନ୍ଦ୍ର କର୍ମଚାରୀ ଅଟକ

ଭୁବନେଶ୍ବର, ୧୧।୯ : ସୁଭଦ୍ରା  ଆବେଦନ ପ୍ରକ୍ରିୟା ପାଇଁ ଟଙ୍କା ମାଗି ଜନ ସେବା କେନ୍ଦ୍ର କର୍ମଚାରୀ ଅଟକ।  ଭୁବନେଶ୍ବରର  ୨ ଜନସେବା କେନ୍ଦ୍ରର କର୍ମଚାରୀଙ୍କୁ ଅଟକ ରଖାଯାଇଛି।

ଭୁବନେଶ୍ୱରର ଦୁଇଟି ଜନସେବା ସେବା କେନ୍ଦ୍ର ସୁଭଦ୍ରା ହିତାଧିକାରୀଙ୍କଠାରୁ ଆବେଦନ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା।  ଉତ୍ତର ଏବଂ ଦକ୍ଷିଣ ପୂର୍ବ ଜୋନରେ ଥିବା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ର ହିତାଧିକାରୀ ଅଧିକାରୀଙ୍କଠାରୁ ଏପରି ଅଭିଯୋଗ ମିଳିଥିଲା। ଏ ନେଇ ବିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ପୋଲିସି ସିଏସସିର କର୍ମଚାରୀଙ୍କୁ ଅଟକ ରଖିଛି। ଏଥିସହ ତୋଷାଲି ଭବନ ଏବଂ ନିଳାଦ୍ରୀ ବିହାର  ନିକଟରେ ଥିବା ଉକ୍ତ ୨ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ସୁଭଦ୍ରା ଆବେଦନ ପ୍ରକ୍ରିୟାରେ   କେହି ଅନିୟମିତତା କଲେ  କ୍ଷମା କରାଯିବ ନାହିଁ ବୋଲି ବିଏମସି  କମିଶନର ରାଜେଶ ପ୍ରଭାକର ପାଟିଲ  ଏକହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.