ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏକ୍ରାମ ଭୁବନେଶ୍ବରରେ ବିଜେଡି ଗଡ ଭାଙ୍ଗିଲା ବିଜେପି : ମନ୍ତ୍ରୀ ଅଶୋକ ପଣ୍ଡା ହାରିଲେ

ଭୁବନେଶ୍ବର, ୪।୬ : ଏକ୍ରାମ ଭୁବନେଶ୍ବର ବିଜେଡି ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ  ଗଡ ଭାବେ ପରିଚିତ। ଏହି ଗଡକୁ ଏଥର  ବିଜେପି ଭାଙ୍ଗିଛି। ତାଙ୍କ ଗଡ ଭାଙ୍ଗିଛନ୍ତି ବିଜେପି ପ୍ରାର୍ଥୀ ବାବୁ ସିଂ। ୨୦୦୯ରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଠାରୁ ପରାଜୟ ହୋଇଛନ୍ତି। 

ମନ୍ତ୍ରୀ ଅଶୋକ ୫୯୩୭୬ରୁ ଉର୍ଦ୍ଧ୍ବ ଭୋଟ ପାଇଥିବା ବେଳେ ବାବୁ ସିଂ ୬୨୪୧୪ରୁ ଅଧିକ ଖଣ୍ଡ  ଭୋଟ ପାଇ ବିଜୟୀ ହୋଇଛନ୍ତି।  ବାବୁ ୩୦୩୮ରୁ ଅଧିକ ଖଣ୍ଡ ଭୋଟରେ ଅଶୋକଙ୍କୁ ହରାଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.