ପ୍ରମୁଖ ଖବର
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କ୍ଷେତରୁ ମିଳିଲା କଂଗ୍ରେସ ନେତାଙ୍କ ଅଧାଜଳା ମୃତ ଦେହ, ପୂର୍ବରୁ ଜୀବନ ପ୍ରତି ବିପଦ ଥିବାର କରିଥିଲେ ଅଭିଯୋଗ

ଚେନ୍ନାଇ,୪।୫ : ତାମିଲନାଡୁର ତିରୁନେଲଭେଲିରେ ଶନିବାର  ଜଣେ ଜିଲ୍ଲା କଂଗ୍ରେସ ନେତାଙ୍କ ମୃତଦେହ ମିଳିଛି। ପୋଲିସ ଅଧିକାରୀ  ଏ ସମ୍ପର୍କରେ  ସୂଚନା ଦେଇଛି। ମୃତକ ହେଲେ ଜିଲ୍ଲା କଂଗ୍ରେସ ନେତା କେପି କେ ଜୟକୁମାର ଧନାସିଂହ , ଯାହାଙ୍କର ଅଧା ଜଳିଯାଇଥିବା ମୃତଦେହ ମିଳିଛି।

ପୋଲିସ କହିଛି କ୍ଷେତରୁ କେପି କେ ଜୟକୁମାର ଧାନସିଂହଙ୍କ ଅଧା ଜଳିଯାଇଥିବା ମୃତଦେହ ମିଳିଛି। ନିକଟରେ ସେ ଅଭିଯୋଗ  କରିଥିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଧନସିଂହ କଂଗ୍ରେସର ତିରୁନେଲଭେଲି (ପୂର୍ବ) ୟୁନିଟର ମୁଖ୍ୟ ଥିଲେ।

ମାମଲାର  ସମାଧାନ ପାଇଁ ପୋଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ସମୟରେ ତାମିଲନାଡୁ କଂଗ୍ରେସ କମିଟି (ଟିଏନସିସି) ମୁଖ୍ୟ କେ ସେଲଭେପର୍ନଥଗଇ ନିଜ ଦଳର ସହକର୍ମୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିବା ସହ  ଦଳରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.